ETV Bharat / bharat

ବିଶ୍ବକପ ସେମିଫାଇନାଲ: ପ୍ରୟାଗରାଜ ଦରଘାରେ କ୍ରିକେଟ ଫ୍ୟାନ୍ସଙ୍କ ପୂଜାର୍ଚ୍ଚନା

ଆଜି ବିଶ୍ବକପ ପ୍ରଥମ ସେମିଫାଇନାଲ । ମାଞ୍ଚେଷ୍ଟରରେ ଖେଳିବ ଭାରତ-ନ୍ୟୁଜିଲାଣ୍ଡ । ଏପଟେ ଫ୍ୟାନ୍ସଙ୍କ ଭିତରେ ଦେଖାଦେଇଛି ଉତ୍କଣ୍ଠା । ଏନେଇ ପ୍ରୟାଗରାଜର ଦରଘାରେ ଚାଲିଛି ପୂଜାର୍ଚ୍ଚନା ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Jul 9, 2019, 11:34 AM IST

ଲକ୍ଷ୍ନୌ: ଆଜି ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚ । ମାଞ୍ଚେଷ୍ଟର ମଇଦାନ ଉପରକୁ ଆସିବେ ନ୍ୟୁଜିଲାଣ୍ଡ ଏବଂ ଭାରତ । ଶେଷ 5ଟି ମ୍ୟାଚରେ ପ୍ରଥମେ ଯିଏ ବ୍ୟାଟିଂ କରିଛି, ସେ ହିଁ ବିଜୟୀ ହୋଇଥିବାବେଳେ ଆଜିର ମ୍ୟାଚର ଟସ ଉପରେ ରହିଛି ସମସ୍ତଙ୍କ ନଜର । ଏପଟେ ଟିମ ଇଣ୍ଡିଆର ସଫଳତା ପାଇଁ ପ୍ରୟାଗରାଜର ସଙ୍ଗମ ଓ ଦରଘାରେ ଚାଦର ଦେଇ କରାଯାଉଛି ପୂଜାର୍ଚ୍ଚନା ।

ସେମିଫାଇନାଲ ପାଇଁ ଏକଜୁଟ ସାରା ଦେଶ । ଛୁଆ ଠାରୁ ବୁଢା ସଭିଏଁ କରୁଛନ୍ତି ଟିମ ଇଣ୍ଡିଆର ସମର୍ଥନ । ଫାଇନାଲ ମ୍ୟାଚକୁ ଭାରତର ଏଣ୍ଟ୍ରି ନେଇ ଅନେଇ ବସିଛନ୍ତି ଫ୍ୟାନ । ତେବେ ଆଜି ଏନେଇ ପ୍ରୟାଗରାଜରେ ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା । ପ୍ରୟାଗରାଜର ଦରଘାରେ ଚାଦର ଦେଇ ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା । ଟିମ ଇଣ୍ଡିଆ ସଫଳତାର ସହ ସେମିଫାଇନାଲ ଖେଳି ଫାଇନାଲକୁ ଯାଉ ବୋଲି ମଙ୍ଗଳ ମନାସିଛନ୍ତି ଫ୍ୟାନ୍ସ ।

କେବଳ ଏତିକିରେ ସରିନି ଫ୍ୟାନ୍ସଙ୍କ ଉତ୍ସାହ ଓ ଉତ୍କଣ୍ଠା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେଲିବ୍ରିଟିଠୁ ସାଧାରଣ ଜନତାଙ୍କ ବିଭିନ୍ନ ପ୍ରକାର ଭିଡିଓ । ଯାହା ଟିମ ଇଣ୍ଡିଆ ପାଇଁ ଫ୍ୟାନ୍ସଙ୍କ ଭଲ ପାଇବାକୁ ସୂଚାଉଛି ।

Intro:Body:

BLANK  FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.