ETV Bharat / bharat

କୋରୋନା ଡ୍ୟୁଟି କରିବାକୁ ମନା କରି 8 ଡାକ୍ତର ନିଲମ୍ବିତ

ବିହାରର ରାଜଧାନୀ ପାଟନା ସ୍ଥିତ ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲରରେ କୋରୋନା ଡ୍ୟୁଟି କରିବାକୁ ମନା କରିବାରୁ 8ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି ।

author img

By

Published : May 3, 2020, 10:43 AM IST

suspend
କୋରୋନା ଡ୍ୟୁଟି କରିବାକୁ ମନା କରି 8 ଡାକ୍ତର ନିଲମ୍ବିତ

ପାଟନା: 8 ଡାକ୍ତର ନିଲମ୍ବିତ । ବିହାରର ରାଜଧାନୀ ପାଟନା ସ୍ଥିତ ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲରରେ କୋରୋନା ଡ୍ୟୁଟି କରିବାକୁ ମନା କରିବାରୁ 8ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି ।

ପିଏମସିଏଚର ଅଧ୍ୟକ୍ଷ ଡ. ବିମଲ କାରକର ଏହି ପଦକ୍ଷେପ ନେଇଛନ୍ତି। ତେବେ ନିଲମ୍ବିତ ହୋଇଥିବା ସମସ୍ତ ଡାକ୍ତର ପିଏମସିଏଚର ରେଡିଓଲୋଜି ବିଭାଗର ଥିବା ଜଣାପଡିଛି। ତେବେ କୁହାଯାଉଛି ଯେ, ଏହି 8 ଜଣ ଡାକ୍ତର କୋରୋନା ଭାଇରସ୍ ଡ୍ୟୁଟି ନକରିବାକୁ ଅଧୀକ୍ଷକଙ୍କ ଉପରେ ଚାପ ପକାଉଥିଲେ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ବିହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 478କୁ ବୃଦ୍ଧି ପାଇଛି । ଏହାଛଡା କୋରୋନା କାରଣରୁ ରାଜ୍ୟରେ 4 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.