ETV Bharat / bharat

ରାଜପଥରେ ସୈନ୍ୟ ଶକ୍ତିର ଚିତ୍ତାକର୍ଷକ ପ୍ରଦର୍ଶନ

author img

By

Published : Jan 26, 2020, 10:52 AM IST

ରାଜପଥରେ ସୈନ୍ୟ ଶକ୍ତିର ଚିତ୍ତାକର୍ଷକ ପ୍ରଦର୍ଶନ ଜାରି । ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଛି ପରେଡ । ଅଧିକ ପଢନ୍ତୁ...

parade starts in delhi rajpath
ରାଜପଥରେ ସୈନ୍ୟ ଶକ୍ତିର ଚିତ୍ତାକର୍ଷକ ପ୍ରଦର୍ଶନ

ନୂଆଦିଲ୍ଲୀ: ଦିଲ୍ଲୀ ରାଜପଥରେ ପରେଡ ଆରମ୍ଭ । ରାଜପଥ ପରେଡ ଗ୍ରାଉଣ୍ଡରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଛି ଭବ୍ୟ ପରେଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ।

ରାଜପଥରେ ସୈନ୍ୟ ଶକ୍ତିର ଚିତ୍ତାକର୍ଷକ ପ୍ରଦର୍ଶନ ଦେଖିବାକୁ ମିଳିଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ କ୍ଷେପଣାସ୍ତ୍ର ପରେଡରେ ସାମିଲ ହୋଇଛି । ପ୍ରଥମଥର ପାଇଁ ପରେଡର ମଙ୍ଗ ସମ୍ଭାଳିଛନ୍ତି ମହିଳା ଅଫିସର କ୍ୟାପଟେନ ତାନିଆ ସେରଗିଲ୍ । ଭାରତୀୟ ନୌସେନା ମଧ୍ୟ ପରେଡରେ ସାମିଲ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.