ETV Bharat / bharat

ପୁଣି ବଢିଲା ଆଧାର ପ୍ୟାନ ଲିଙ୍କ୍‌ ଅବଧି

author img

By

Published : Dec 30, 2019, 11:33 PM IST

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଆଧାର କାର୍ଡକୁ ପ୍ୟାନ ସହ ଲିଙ୍କ କରିବା ସମୟ ସୀମାରେ ପୁନର୍ବାର ବୃଦ୍ଧି କରିଛନ୍ତି। ଅଧିକ ପଢନ୍ତୁ...

pan aadhaar linking deadline
ଫାଇଲ ଫଟୋ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଆଧାର କାର୍ଡକୁ ପ୍ୟାନ ସହ ଲିଙ୍କ କରିବା ସମୟ ସୀମାରେ ପୁନର୍ବାର ବୃଦ୍ଧି କରିଛନ୍ତି। ଆଉ 3 ମାସ ବଢାଇଛନ୍ତି ପ୍ୟାନ ନମ୍ବର ସହ ଆଧାର ଲିଙ୍କ କରିବା ପାଇଁ। ଏହାକୁ ମିଶାଇ ମୋଟ 8ଥର ପ୍ୟାନ ସହ ଆଧାର ଲିଙ୍କର ଡେଡଲାଇନ ଘୁଞ୍ଚି ସାରଲାଣି। ସୋମବାର ସୂଚନା ଦେଇଛି। ସୂଚନା ଅନୁଯାୟୀ ସବିଡିଟି ନିଜ ଟ୍ବିଟ ଆକାଉଣ୍ଟରେ ଲେଖିଛି ଯେ, ଆଧାର ଓ ପ୍ୟାନ କାର୍ଡ ଲିଙ୍କ କରିବା ସମୟ ସୀମା ଅବଧିକୁ 31 ଡିସେମ୍ବର 2019ରୁ 31 ମାର୍ଚ୍ଚ 2020କୁ ବୃଦ୍ଧି କରାଯାଇଛି।

pan aadhaar linking deadline
ଫଟୋ ସୌଜନ୍ୟ: ଟ୍ବିଟର@IncomeTaxIndia

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.