ETV Bharat / bharat

ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପାକିସ୍ତାନୀ ଭଉଣୀ - pm modis hand

ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧି ସୁସ୍ଥତା କାମନା କଲେ ପାକିସ୍ତାନୀ ଭଉଣୀ । ପ୍ରତିବର୍ଷ ସେ ମୋଦିଙ୍କୁ ରାକ୍ଷୀ ବାନ୍ଧିଥାନ୍ତି । ଆଜି ସେ ରାକ୍ଷୀ ବାନ୍ଧିବା ସହ ମୋଦିଙ୍କୁ ଏକ ପେଣ୍ଟିଂ ଉପହାର ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Aug 15, 2019, 8:18 PM IST

ନୂଆଦିଲ୍ଲୀ: ଭାଇ-ଭଉଣୀର ସଂପର୍କର ସେତୁ ସବୁ ଦିନ ପାଇଁ ମଜବୁତ କରି ରଖିଥାଏ ରାକ୍ଷୀ । ଆଉ ହିନ୍ଦୁ ଧର୍ମର ପ୍ରତ୍ୟକ ଘରେ ଏହି ପର୍ବ ବଡ ଧୁମଧାମରେ ପାଳନ ହୋଇଥାଏ । ଦେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାକିସ୍ତାନୀ ଭଉଣୀ କମାର ମୋହସିନ ଶେଖ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ।

pakistani sister  pm modis hand  ମୋଦି
ଫଟୋ ସୌଜନ୍ୟ: ଟ୍ବିଟର@ANI

ପ୍ରତିବର୍ଷ ସେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ମୋଦିଙ୍କୁ ସରପ୍ରାଇଜ ଦେଇଛନ୍ତି ଭଉଣୀ କମାର । ରାକ୍ଷୀ ବାନ୍ଧିବା ସହ ସ୍ବାମୀ ବନେଇଥିବା ଏକ ସୁନ୍ଦର ପେଣ୍ଟିଂ ଉପହାର ସ୍ବରୂପ ଦେଇଛନ୍ତି ।

ଗତ ୨୪ ବର୍ଷ ହେଲାଣି ମୁଁ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛି। ମୁଁ ବର୍ଷକରେ ଗୋଟିଏ ଦିନ ମୋ ବଡ ଭାଇ ହାତରେ ରାକ୍ଷୀ ବାନ୍ଧିବାର ସୁଯୋଗ ପାଏ। ଏଥିପାଇଁ ବହୁତ ଖୁସି। ଆସନ୍ତା ୫ ବର୍ଷ ତାଙ୍କର ଭଲରେ କଟୁ ବୋଲି ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି କମାର।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.