ଜମ୍ମୁ: ପୁଣି ନିଜ ସଇତାନୀ ପ୍ରବୃତ୍ତିକୁ ପଦାରେ ପକାଇଛି ପାକିସ୍ତାନ । ଅପରାହ୍ନ 4.30ରେ ଅସ୍ତ୍ରବୀରତି ଉଲ୍ଲଂଘନ କରିଛି ପାକ୍ । ରାଜୌରୀ ଜିଲ୍ଲାର ସୁନ୍ଦରବନୀ ଅଞ୍ଚଳରେ ଘଟିଛି ଏହି ଘଟଣା ।
LoC ଅଞ୍ଚଳରେ ପାକିସ୍ତାନ ଅଯଥା ଅସ୍ତବିରତି ଉଲ୍ଲଂଘନ କରିଥିଲା । ଫଳରେ ଭରତୀୟ ସେନା ମଧ୍ୟ ପାଲଟା ଜବାବ ଦେଇଛନ୍ତି । ଏହି ଘଟଣାରେ ମୃତାହତ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ ।
@ANI