ETV Bharat / bharat

ସମଝୌତା ଏକ୍ସପ୍ରେସ ବାତିଲ କଲା ପାକିସ୍ତାନ - samjhauta

ଭାରତ-ପାକିସ୍ତାନ ମଧ୍ୟରେ ଘନୀଭୂତ ହୋଇଛି ଅଘୋଷିତ ଯୁଦ୍ଧ ପରିସ୍ଥିତି। ଏହା ଭିତରେ ବଡ ଖବର ଆସିଛି। ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 28, 2019, 11:56 AM IST

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଭାରତ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଘନୀଭୂତ ହୋଇଛି ଅଘୋଷିତ ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ତିକ୍ତତା ବୃଦ୍ଧି ପାଇବା ସହ ଦୁଇଦେଶ ହାଇଆଲର୍ଟ ଭିତରେ ରହିଛନ୍ତି । ଏହି ଭିତରେ ବଡ ଖବର ଆସିଛି। ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ଲାହୋରରୁ ଅଟାରୀ ଯାଏଁ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି। 22ଜୁଲାଇ 1976ରୁ ଏହି ଟ୍ରେନ ସେବା ଆରମ୍ଭ କରାଯାଇଥିଲା।

Intro:Body:

ସମଝୌତା ଏକ୍ସପ୍ରେସ ବାତିଲ କଲା ପାକିସ୍ତାନ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଭାରତ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଘନୀଭୂତ ହୋଇଛି ଅଘୋଷିତ ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ତିକ୍ତତା ବୃଦ୍ଧି ପାଇବା ସହ ଦୁଇଦେଶ ହାଇଆଲର୍ଟ ଭିତରେ ରହିଛନ୍ତି । ଏହି ଭିତରେ ବଡ ଖବର ଆସିଛି । ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି । 

ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ଲାହୋରରୁ ଅଟାରୀ ଯାଏଁ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି । 22ଜୁଲାଇ 1976ରୁ ଏହି ଟ୍ରେନ ସେବା ଆରମ୍ଭ କରାଯାଇଥିଲା । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.