ETV Bharat / bharat

ଭାରତରେ ହେଉଛି ଗଣତି, ଟେନସନରେ ପାକିସ୍ତାନ

କିଏ ଗଢ଼ିବ ଆଗାମୀ ସରକାର ? ସାରା ଦେଶ ଅପେକ୍ଷା କରି ରହିଛି ଫାଇନାଲ ରେଜଲ୍ଟକୁ ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ଟ୍ବିଟର
author img

By

Published : May 23, 2019, 6:10 PM IST

Updated : May 23, 2019, 7:11 PM IST

ଇସଲାମବାଦ: ବିଶ୍ବର ସବୁଠୁ ବଡ ଗଣତନ୍ତ୍ର ଦେଶର ଫଳାଫଳ ଉପରେ ରହିଛି ସମଗ୍ର ବିଶ୍ବର ନଜର । ଖାସ୍ କରି ଭାରତର ପାରମ୍ପାରିକ ଶତ୍ରୁ ଓ ପଡୋଶୀ ପାକିସ୍ତାନ ନଜରରେ ଗଣତି । କିଏ ଆଗାମୀ ସରକାର ଗଢ଼ିବ ? ସାରା ଦେଶ ଅପେକ୍ଷା କରି ରହିଛି ଫାଇନାଲ ରେଜଲ୍ଟକୁ ।

ଏପରିକି ଭାରତ-ପାକ ସମ୍ପର୍କ ମଧ୍ୟ ନୂଆ ସରକାର ଦ୍ବାରା ପ୍ରଭାବିତ ହେବ । ତେଣୁ ଭାରତୀୟଙ୍କ ବ୍ୟତୀତ ପାକିସ୍ତାନବାସୀ ମଧ୍ୟ ଭାରତର ନିର୍ବାଚନ ଫଳାଫଳ ଉପରେ ନଜର ରଖିଛନ୍ତି।

ଗଣତି ଟ୍ରେଣ୍ଡିଂ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ଉଡି ଉଡି ଆସୁଛି । ଏହାକୁ ନେଇ ଏବେ ପାକିସ୍ତାନରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି । କିଏ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହୁଥିବା ବେଳେ ଆଉ କେହି ମୋଦିଙ୍କୁ ବିରୋଧ କରୁଛନ୍ତି ।

ଚଳିତବର୍ଷ ପୁଲୱାମା ଆଟାକ ପରେ ମୋଦି ସରକାର ଏୟାର ଷ୍ଟ୍ରାଇକ କରି ପାକିସ୍ତାନକୁ କଡା ଜବାବ ଦେଇଥିଲେ । ସେବେଠୁ ମୋଦିଙ୍କ ନାଁ ଶୁଣିଲେ ଡରୁଛି ପାକିସ୍ତାନ । ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ପରଠାରୁ ପାକିସ୍ତାନରେ ମୋଦି ସରକାରଙ୍କ ପ୍ରତି ଭୟ ସୃଷ୍ଟି ହୋଇଛି ।

Intro:Body:

BLANK

Conclusion:
Last Updated : May 23, 2019, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.