ETV Bharat / bharat

ଚବିଶ ଘଣ୍ଟାରେ ଫ୍ରାନ୍ସରେ 1,847 ନୂଆ କୋରୋନା ମାମଲା - coronavirus symptoms

ଗତ 24 ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା 1,847କୁ ବୃଦ୍ଧି । ପ୍ରାଣହରାଇଲେଣି 450 ଜଣ। ଅଧିକ ଖବର ପଢନ୍ତୁ...

24 ଘଣ୍ଟାରେ ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା 1,847କୁ ବୃଦ୍ଧି
covid-19-cases
author img

By

Published : Mar 22, 2020, 7:55 PM IST

ପ୍ୟାରିସ: ଘଣ୍ଟା ଘଣ୍ଟାକୁ ବଢିଚାଲିଛି କୋରୋନାର କାୟା । ଗତ 24 ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା 1,847କୁ ବୃଦ୍ଧି ପାଇଛି । ତେବେ ଦେଶରେ ଏବେ ସୁଦ୍ଧା 14,459 ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଶନିବାର ଏକ ବିବୃତ୍ତି ରଖାଯାଇଛି ।

ମାର୍ଚ୍ଚ 21 ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତ 14,459 ଥିଲା । ଏହାସହ 562 ଜଣ ହସ୍ପିଟାଲରେ ପ୍ରାଣ ହରାଇଥିବା ଜଣାପଡିଛି । ଏହାସହ ଦେଶର ବିଭିନ୍ନ ହସ୍ପିଟାଲରେ 6,172 ଦଣ ଚିକିତ୍ସିତ ହେଉଥିବା ବେଳେ 1,525ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ପୂର୍ବରୁ ପ୍ରକାଶ ପାଇବା ରିପୋର୍ଟ ଅନୁସାରେ, 12,612 କୋଭିଡ୍-19 ମାମଲା ଫ୍ରାନ୍ସରେ ସାମ୍ନାକୁ ଆସିଛି । ସେଥିମଧ୍ୟରୁ 450 ଜଣ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.