ETV Bharat / bharat

ନୂଆବର୍ଷରେ ସିରିଡିରେ 8 ଲକ୍ଷ ଭକ୍ତ: 16.93 କୋଟିର ଆୟ - ସିରିଡି ସାଇବାବା

ନୂଆବର୍ଷ ଉପଲକ୍ଷେ ସିରିଡିରେ ପ୍ରାୟ 8 ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ପୁରା ରାତି ତମାମ ଚାଲିଥିଲା ବାବାଙ୍କ ପୂଜାର୍ଚ୍ଚନା ଓ ଦର୍ଶନ । ଏହି ପରିପ୍ରେକ୍ଷୀରେ ସାଇବାବା ସଂସ୍ଥାନ ଟ୍ରଷ୍ଟ 16.93 କୋଟିର ଦକ୍ଷିଣା ପାଇଛନ୍ତି । ଅଧିଖ ଖବର ପଢନ୍ତୁ...

ନୂଆବର୍ଷରେ ସିରିଡିରେ 8 ଲକ୍ଷ ଭକ୍ତ
ନୂଆବର୍ଷରେ ସିରିଡିରେ 8 ଲକ୍ଷ ଭକ୍ତ
author img

By

Published : Jan 4, 2020, 12:51 PM IST

ମୁମ୍ବାଇ: ଛୁଟି ଦିନ ଆସିଲେ ସଭିଁଙ୍କ ମନ ବ୍ୟସ୍ତ ଜୀବନ ମଧ୍ୟରୁ କିଛି ସମୟ ବାହାର କରି କିଛି ପର୍ଯ୍ୟଟନସ୍ଥଳୀ ବୁଲିବାକୁ । ବିଶେଷ କରି ଡିସେମ୍ବର ଓ ନୂଆବର୍ଷ ଅର୍ଥାତ ଜାନୁଆରୀ ମାସ କୌଣସି ଏକ ଧାମକୁ ବୁଲିବାକୁ ସମସ୍ତେ ଭାବିଥାନ୍ତି । ଦେଶରେ ଅନେକ ସ୍ଥାନମାନଙ୍କରେ ମନ୍ଦିର ରହିଛି । ସେଥିମଧ୍ୟରୁ ସିରିଡି ଅନ୍ୟତମ । ଛୁଟି ଦିନ ଆସିଲେ ଲୋକମାନେ ସିରିଡି ବାବାଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇଉଠନ୍ତି । ବାବାଙ୍କ ଆଶିଷ ପାଇବା ସହ ବର୍ଷ ତମାମ କିଭଳି ସୁଖ ସମୃଦ୍ଧିରେ କଟୁ, ସେ ନେଇ ବାବାଙ୍କ ଦୁଆରେ ପହଞ୍ଚିଯାଏଁ ଭକ୍ତ ।

ତେବେ ଏଠାରେ କହି ରଖୁଛୁ ଯେ, ନୂଆବର୍ଷ ଉପଲକ୍ଷେ ସିରିଡିରେ ପ୍ରାୟ 8 ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ପୁରା ରାତି ତମାମ ଚାଲିଥିଲା ବାବାଙ୍କ ପୂଜାର୍ଚ୍ଚନା ଓ ଦର୍ଶନ । ଏହି ପରିପ୍ରେକ୍ଷୀରେ ସାଇବାବା ସଂସ୍ଥାନ ଟ୍ରଷ୍ଟ 16.93 କୋଟିର ଦକ୍ଷିଣା ପାଇଛନ୍ତି ।

କେବଳ ଟଙ୍କା ବାବଦକୁ ନୁହେଁ, ଦାନବାକ୍ସରେ ମଧ୍ୟ 9.54 ଆୟ କରିଛି ମନ୍ଦିର ଟ୍ରଷ୍ଟ । ସେପଟେ ବାବାଙ୍କ ଭକ୍ତିରେ ଭକ୍ତମାନେ ସୁନା ରୂପା ଅଳଙ୍କାର ମଧ୍ୟ ଦାନ କରିଛନ୍ତି । 42 ଲକ୍ଷ ଟଙ୍କାର ସୁନା ଓ 5 ଲକ୍ଷ ଟଙ୍କାର ରୂପା ଗହଣା ମନ୍ଦିର ଟ୍ରଷ୍ଟ ଆୟ କରିଛି ।

Intro:ନିଖୋଜ ଯୁବକ ର ମୃତ ଦେହ ନଈ ରୁ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାବର୍ଗBody:ବଲାଙ୍ଗିର ଗୋଟିଏ ଦିନ ତଳେ ନିଖୋଜ ଥିବା ଜଣେ ଯୁବକର ଆଜି ମୃତ ଦେହ ସୁକତେଲ ନଦୀ ପ ଠା ରୁ ଉଦ୍ଧାର ହୋଇଛି । ବଲାଙ୍ଗିର ପୁଇନ୍ତାଳ ବ୍ଲକ୍ ବରଗାଁ ର ଯୁବକ ଶ୍ରୀକାନ୍ତ ନନ୍ଦ ଘରକୁ ଫେରୁଥିବା ବେଳେ ସନ୍ଦେହ ସ୍ପଦ ଅବସ୍ଥାରେ ନିଖୋଜ ହୋଇଯାଇଥିଲେ । ସେ ସବୁଦିନ ବଲାଙ୍ଗିର ଆସି ଏଠି କଦଳୀ ବ୍ୟବସାୟ କରୁଥିଲେ । ଏହା ସନ୍ଧ୍ୟାରେ ନିଜ ଘରକୁ ସେ ଫେରି ନ ଥିବା ବେଳେ ତାଙ୍କ ଗାଁ ନିକଟ ଅାଇଁଲା ସାରି ଗ୍ରାମ ରାସ୍ତାରେ ତାଙ୍କ ଚପଳ ଚଶମା ପଡ଼ିଥିବା ଘଟ ଲୋକେ ଦେଖିଥିଲେ । ସେହିପରି ଫାଷଡ୍ ଗ୍ରାମ ବ୍ରିଜ ନିକଟରେ ତାଙ୍କ ବାଇକ୍ ପଡ଼ିଥିବା ଲୋକେ ଦେଖିଥିଲେ । ତେବେ ଏହାକୁ ନେଇ ପୂଇନ୍ତଲା ଥାନାରେ ନିଖୋଜ ଅଭିଯୋଗ ହୋଇଥିଲା। ତେବେ ଆଜି ସକାଳୁ ବଲାଙ୍ଗିର ଦୁର୍ଗା ପାଲି ଗ୍ରାମ ନିକଟ ସୁକତେଲ ନଦୀ ରେ ତାଙ୍କ ଶବ ଭାସୁ ଥିବାର ଲୋକେ ପୋଲିସକୁ ଖବର ଦେଇଥିଲେ ଯାହାପରେ ପୁଇନ୍ତଳ ପୋଲିସ୍ ଓ ସାଇଁନ୍ତିଫିକ୍ ଟିମ୍ ଘଟଣା ସ୍ଥଳରେ ଯାଇ ତଦନ୍ତ ଆରମ୍ଭ କରିଥିଲେ। ସେପଟେ ତାଙ୍କ ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚି ଶବ ଚିହ୍ନଟ କରିବା ସହ ହତ୍ୟା ଅଭିଯୋଗ କରିଛନ୍ତି । ଏବଂ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡବିଧାନ ଦାବୀ କରିଛନ୍ତି । ସେପଟେ ପୋଲିସ୍ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟ ପଦାକୁ ଆସିବା ଓ ଅଭିଯୋଗ ଅନୁସାରେ ପୋଲିସ୍ ଆଗକୁ ତଦନ୍ତ କରିବା ବୋଲି କହିଛି ।
ବାଇ ଟ ଜନାର୍ଦ୍ଦନ ନନ୍ଦ ସମ୍ପର୍କୀୟ
ବାଇ ଟ ଶ୍ରୀମ ନ୍ତ୍ ବାରିକ୍ ଏସ ଡି ପି ଓ ବଲାଙ୍ଗିର Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.