ETV Bharat / bharat

160 ମିଲିୟନ ଲୋକ ଭୂମି ପୂଜନ ସମାରୋହର ଲାଇଭ ଟେଲିକାଷ୍ଟ ଦେଖିଛନ୍ତି: ପ୍ରସାରଭାରତୀ - prasar bharati ceo

ପ୍ରସାର ଭାରତୀର ପ୍ରାଥମିକ ଆକଳନ ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ସମାରୋହର ଲାଇଭ ଟେଲିକାଷ୍ଟ 160 ମିଲିୟନ ଲୋକ ଦେଖିଛନ୍ତି।

bhumi pujan live
160 ମିଲିୟନ ଲୋକ ଭୂମି ପୂଜନ ସମାରୋହର ଲାଇଭ ଟେଲିକାଷ୍ଟ ଦେଖିଛନ୍ତି
author img

By

Published : Aug 8, 2020, 10:32 PM IST

ଲକ୍ଷ୍ନୌ: ପ୍ରସାର ଭାରତୀର ପ୍ରାଥମିକ ଆକଳନ ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ସମାରୋହର ଲାଇଭ ଟେଲିକାଷ୍ଟ 160 ମିଲିୟନ ଲୋକ ଦେଖିଛନ୍ତି। ଯାହାଫଳରେ ଟିଭି ୟୁନିଭର୍ସରେ ଏକ ମିନିଟରୁ 7 ବିଲିୟନରୁ ଅଧିକ ଦର୍ଶକ ଦେଖିଛନ୍ତି।

ପ୍ରସାର ଭାରତୀ ସିଇଓ ଶଶି ଶେଖର ଭେମ୍ପତି କହିଛନ୍ତି, ବୁଧବାର ସକାଳ 10.45 ରୁ ଦିନ 2ଟା ମଧ୍ୟରେ ଥିବା ମୁଖ୍ୟ କାର୍ଯ୍ୟକ୍ରମକୁ ପ୍ରାୟ 200 ଟିଭି ଚ୍ୟାନେଲ ଦ୍ୱାରା ଦୂରଦର୍ଶନ ଲାଇଭ କଭରେଜ କରିଥିଲା ।

ପ୍ରକାଶ ଥାଉକି, ଅଯୋଧ୍ଯା ରାମ ମନ୍ଦିର ଭୂମି ପୂଜନ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ 175 ଅତିଥି ସାମିଲ ହୋଇଥିଲେ । କୋରୋନା ମହାମାରୀ କାରଣରୁ ଭୂମି ପୂଜନରେ ସମସ୍ତ କୋରୋନା କଟକଣା ପାଳନ କରାଯାଇଥିଲା। ଏଥିସହ ଲୋକମାନଙ୍କୁ ଘରେ ରହି ପୂଜା କରିବାକୁ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.