ETV Bharat / bharat

ଟୀକାକରଣ ଟ୍ରାକ୍ କରିବାକୁ ଅନଲାଇନରେ ଚାଲିଛି କାମ

ତେବେ ଟୀକାକରଣକୁ ଟ୍ରାକ୍ କରିବା ପାଇଁ ଅନଲାଇନ ପ୍ଲାଟଫର୍ମରେ କାମ ଚାଲିଛି । ଏହି ପଦକ୍ଷେପରେ ଏହା ଆଶା କରାଯାଉଛି ଯେ ଯଦି କୋରାନାର ଟିକା ଉପଲବ୍ଧ ହୁଏ ତେବେ ଷ୍ଟୋରେଜର ପ୍ରକୃତ ସମୟ ସୂଚନା ମିଳିପାରିବ ।

author img

By

Published : Oct 7, 2020, 10:27 AM IST

ଟୀକାକରଣକୁ ଟ୍ରାକ୍ ପାଇଁ ଅନଲାଇନ ପ୍ଲାଟଫର୍ମରେ ଚାଲିଛି କାମ

ନୂଆଦିଲ୍ଲୀ: ଦେଶରେ କୋରୋନା ଟିକାର ବିକାଶ ଜୋରସୋରେ ଚାଲିଛି । ତେବେ ଟୀକାକରଣକୁ ଟ୍ରାକ୍ କରିବା ପାଇଁ ଅନଲାଇନ ପ୍ଲାଟଫର୍ମରେ କାମ ଚାଲିଛି । ଏହି ପଦକ୍ଷେପରେ ଏହା ଆଶା କରାଯାଉଛି ଯେ ଯଦି କୋରାନାର ଟିକା ଉପଲବ୍ଧ ହୁଏ ତେବେ ଷ୍ଟୋରେଜର ପ୍ରକୃତ ସମୟ ସୂଚନା ମିଳିପାରିବ ।

ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି, କୋରୋନା ଟିକା ପ୍ରଶାସନର ଗତିବିଧିକୁ ଟ୍ୟାକ କରିବା ଏବଂ ଟିକା ବ୍ୟବହାରକାରୀଙ୍କ ପାଇଁ ଅନଲାଇନ୍ ଟ୍ରେନିଂ ମଡ୍ୟୁଲ୍ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ଇଲେକ୍ଟ୍ରୋନିକ୍ ଟିକା ଇଣ୍ଟେଲିଜେନ୍ସ ନେଟୱାର୍କରେ କାର୍ଯ୍ୟ କରାଯାଉଛି।

ଏଥିସହ କୋରୋନା ଟିକା ବିତରଣରେ ଏବଂ କ୍ରୟ ଉପରେ ନଜର ରଖିବା ପାଇଁ ନେଟୱାର୍କକୁ ଅଧିକ ବ୍ୟାପକ କରାଯାଉଛି । ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରବିବାର କହିଥିଲେ , 2021 ଜୁଲାଇ ସୁଦ୍ଧା 20 କୋଟି ଲୋକଙ୍କୁ 40-50 କୋଟି ଡୋଜ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.