ETV Bharat / bharat

‘ପଦ୍ମ ପୁରସ୍କାର’ ପାଇଁ ଆଜି ଆବେଦନର ଶେଷ ତାରିଖ

author img

By

Published : Sep 15, 2020, 10:06 AM IST

ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷିତ ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନ୍ ନାମାଙ୍କନ ଏବଂ ସୁପାରିଶ ପାଇଁ ଆଜି ହେଉଛି ଶେଷ ତାରିଖ | କେବଳ ପଦ୍ମ ପୁରସ୍କାର ପୋର୍ଟାଲରେ ନାମାଙ୍କନଗୁଡିକ ଅନଲାଇନରେ ଗ୍ରହଣ କରାଯିବ । ଅଧିକ ପଢନ୍ତୁ...

Online nominations for Padma Awards to close today
‘ପଦ୍ମ ପୁରଷ୍କାର’ ପାଇଁ ଆବେଦନର ଆଜି ହେଉଛି ଶେଷ ତାରିଖ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷିତ ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନ୍ ନାମାଙ୍କନ ଏବଂ ସୁପାରିଶ ପାଇଁ ଆଜି ହେଉଛି ଶେଷ ତାରିଖ | କେବଳ ପଦ୍ମ ପୁରସ୍କାର ପୋର୍ଟାଲରେ ନାମାଙ୍କନଗୁଡିକ ଅନଲାଇନରେ ଗ୍ରହଣ କରାଯିବ । ଆଜି ନାମାଙ୍କନ ଭରିବାର ଶେଷ ତାରିଖ ହୋଇଥିବା ବେଳେ ମେ ୧ରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଥିଲା ।

ପଦ୍ମ ପୁରସ୍କାର ମଧ୍ୟରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସାମିଲ ରହିଛି । ୧୯୫୪ରୁ ଆରମ୍ଭ ହୋଇଥିବା ପଦ୍ମ ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ପ୍ରଦାନ କରାଯାଏ । ଏହି ପୁରସ୍କାର ବିଶିଷ୍ଟ କାର୍ଯ୍ୟ ପାଇଁ ଦିଆଯାଉଥିବା ବେଳେ ବିଶେଷ କରି କଳା, ସାହିତ୍ୟ, ଶିକ୍ଷା ଆଦି କ୍ଷେତ୍ରରେ ଅତୁଳନୀୟ ସଫଳତା ଏବଂ ସେବା ପାଇଁ ଦିଆଯାଏ । ଡାକ୍ତର ଏବଂ ବୈଜ୍ଞାନିକଙ୍କ ବ୍ୟତୀତ PSU ସହିତ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ପଦ୍ମ ପୁରସ୍କାର ପାଇବାକୁ ଯୋଗ୍ୟ ନୁହଁନ୍ତି।

ଏଭଳି ପ୍ରତିଭାବାନ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଗୃହ ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ବିଭାଗ, ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.