ETV Bharat / bharat

ଜାଣନ୍ତୁ କେଉଁଠି କେତେ ରହିଛି ପିଆଜ ଦର ? - ପିଆଜ ଦର

ମୁମ୍ବାଇଠାରୁ ଆରମ୍ଭ କରି ନୂଆଦିଲ୍ଲୀ ପର୍ଯ୍ୟନ୍ତ । ଡେରାଡୁନରୁ ନେଇ ଚେନ୍ନାଇ ପର୍ଯ୍ୟନ୍ତ ସବୁଠି ଟେନସ୍‌ନ ଦେଉଛି ପିଆଜ । ଚାଲନ୍ତୁ ଜାଣିବା କେଉଁଠି ରହିଛି କେତେ ଦର...

ଜାଣନ୍ତୁ କେଉଁଠି କେତେ ରହିଛି ପିଆଜ ଦର
author img

By

Published : Sep 24, 2019, 12:08 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ ପୁଣି ଥରେ ବୃଦ୍ଧି ପାଇଛି ପିଆଜ ଦର । ଗତ ୪ବର୍ଷ ମଧ୍ୟରେ ଏହି ବଢିଥିବା ଦର ସବୁଠୁ ଅଧିକ ବୋଲି ଜଣାପଡିଛି ।

ତେବେ ଆସନ୍ତୁ ଜାଣିବା ଦେଶର କିଛି ସହର ଏବଂ ରାଜ୍ୟରେ କିଲୋ ପିଛା ପିଆଜ ଦର କେତେ ରହିଛି...

  • ଅହମ୍ମଦାବାଦ-45 ରୁ 50ଟଙ୍କା
  • ଡେରାଡୁନ-65 ରୁ 70ଟଙ୍କା
  • ତାମିଲନାଡୁ-55ଟଙ୍କା
  • ଚେନ୍ନାଇ-55 ରୁ 60ଟଙ୍କା
  • ଦିଲ୍ଲୀ-60-80ଟଙ୍କା
  • ହାଇଦ୍ରାବାଦ-36ଟଙ୍କା
  • ହାଇଦ୍ରାବାଦ ରିଟେଲ-41ରୁ 46ଟଙ୍କା
  • ହାଇଦ୍ରାବାଦ -43 ରୁ 59ଟଙ୍କା
  • ମୁମ୍ବାଇ-75 ରୁ 80ଟଙ୍କା
  • ବେଙ୍ଗାଲୁର-60ଟଙ୍କା
  • ଗୁରୁଗ୍ରାମ-80 ଟଙ୍କା
  • ପାଟଣା-70ଟଙ୍କା
  • ଓଡିଶା-50 ଟଙ୍କା
  • କୋଲକାତା-70ଟଙ୍କା

ନୂଆଦିଲ୍ଲୀ: ସମଗ୍ର ଦେଶରେ ପୁଣି ଥରେ ବୃଦ୍ଧି ପାଇଛି ପିଆଜ ଦର । ଗତ ୪ବର୍ଷ ମଧ୍ୟରେ ଏହି ବଢିଥିବା ଦର ସବୁଠୁ ଅଧିକ ବୋଲି ଜଣାପଡିଛି ।

ତେବେ ଆସନ୍ତୁ ଜାଣିବା ଦେଶର କିଛି ସହର ଏବଂ ରାଜ୍ୟରେ କିଲୋ ପିଛା ପିଆଜ ଦର କେତେ ରହିଛି...

  • ଅହମ୍ମଦାବାଦ-45 ରୁ 50ଟଙ୍କା
  • ଡେରାଡୁନ-65 ରୁ 70ଟଙ୍କା
  • ତାମିଲନାଡୁ-55ଟଙ୍କା
  • ଚେନ୍ନାଇ-55 ରୁ 60ଟଙ୍କା
  • ଦିଲ୍ଲୀ-60-80ଟଙ୍କା
  • ହାଇଦ୍ରାବାଦ-36ଟଙ୍କା
  • ହାଇଦ୍ରାବାଦ ରିଟେଲ-41ରୁ 46ଟଙ୍କା
  • ହାଇଦ୍ରାବାଦ -43 ରୁ 59ଟଙ୍କା
  • ମୁମ୍ବାଇ-75 ରୁ 80ଟଙ୍କା
  • ବେଙ୍ଗାଲୁର-60ଟଙ୍କା
  • ଗୁରୁଗ୍ରାମ-80 ଟଙ୍କା
  • ପାଟଣା-70ଟଙ୍କା
  • ଓଡିଶା-50 ଟଙ୍କା
  • କୋଲକାତା-70ଟଙ୍କା
Intro:Body:

SDv


Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.