ETV Bharat / bharat

ଜୁନ ପହିଲାରୁ ଦେଶବ୍ୟାପୀ ‘ଏକ ଦେଶ, ଏକ ରାସନ କାର୍ଡ’: ରାମବିଳାସ ପାଶୱାନ - ରାମବିଳାସ ପାଶ୍ବାନ

ଚଳିତ ବର୍ଷ ଜୁନ ପହିଲାରୁ ଦେଶବ୍ୟାପୀ 'ଏକ ଦେଶ, ଏକ ରାସନ କାର୍ଡ' ସ୍କିମ ଲାଗୁ ହୋଇଯିବ। ଏନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନ ସୋମବାର ଜଣାଇଛନ୍ତି। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jan 21, 2020, 11:13 AM IST

ନୂଆଦିଲ୍ଲୀ: ଦେଶବ୍ୟାପୀ ଜୁନ ପହିଲାରୁ 'ଏକ ଦେଶ, ଏକ ରାସନ କାର୍ଡ' ସ୍କିମ ଲାଗୁ ହୋଇଯିବ। ଏନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନ ସୋମବାର ଜଣାଇଛନ୍ତି।

ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନା ଅନୁସାରେ ଉପଭୋକ୍ତା ଗୋଟିଏ ରାସନ କାର୍ଡକୁ ଦେଶରେ ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ। ଜୁନ ପହିଲାରୁ ଏହି ଯୋଜନା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ।

One Nation, One Ration Card

ଗତବର୍ଷ ଠାରୁ ‘ୱାନ ନେସନ, ୱାନ ରାସନ କାର୍ଡ’ ଯୋଜନାକୁ ପାଇଲଟ ପ୍ରକଳ୍ପ ଭାବେ ୪ଟି ରାଜ୍ୟରେ ଲାଗୁ ଲାଗୁ କରାଯାଇଥିଲା। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ରରେ ଏହା ଲାଗୁ ହୋଇଥିଲା। ଏହି 4ଟି ରାଜ୍ୟରେ ସଫଳତା ପୂର୍ବକ ରୂପାୟନ ପରେ ପରବର୍ତ୍ତୀ ସମୟରେ ଏହାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.