ETV Bharat / bharat

12 ରାଜ୍ୟରେ ଲାଗୁ ହେଲା 'ୱାନ ନେସନ-ୱାନ ରାସନ କାର୍ଡ' ଯୋଜନା - ଏକ ଦେଶ ଏକ ରାଶନ କାର୍ଡ ଯୋଜନା

2020 ଜାନୁଆରୀ 1ଠାରୁ ଦେଶର 12 ରାଜ୍ୟରେ ଆରମ୍ଭ ହେଲା 'ୱାନ ନେସନ-ୱାନ ରାସନ କାର୍ଡ' ଯୋଜନା । ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ଏହା ଲାଗୁ ହୋଇଛି ।

one-nation-one-ration-card
ଫାଇଲ ଫଟୋ
author img

By

Published : Jan 2, 2020, 1:20 PM IST

ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ 'ୱାନ ନେସନ-ୱାନ ରାସନ କାର୍ଡ' ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସରକାର । 2020 ଜାନୁଆରୀ 1ଠାରୁ ଦେଶର 12 ରାଜ୍ୟରେ ଏହି ସୁବିଧା ଆରମ୍ଭ ହୋଇଥିବା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି । ଏହି ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ଗୋଆ, ଗୋଆ, ଝାଡଖଣ୍ଡ ଏବଂ ତ୍ରିପୁରା ।

'ୱାନ ନେସନ-ୱାନ ରାସନ କାର୍ଡ' ସୁବିଧା ଅନୁଯାୟୀ ଏହି 12 ରାଜ୍ୟର ଖାଉଟିମାନେ ଦେଶର ଯେକୌଣସି ସ୍ଥାନରେ ଶସ୍ତାରେ ରାସନ ପାଇ ପାରିବେ । ଏହି ସୁବିଧା 2020 ଜୁନ ସୁଦ୍ଧା ଦେଶର ସମସ୍ତ ରାଜ୍ୟରେ ଲାଗୁ ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶର ଯେକୌଣସି ସ୍ଥାନରେ ଖାଉଟିମାନେ ଶସ୍ତାରେ ରାସନ ପାଇ ପାରିବା ପାଇଁ କେନ୍ଦ୍ର ସରକାର 'ୱାନ ନେସନ-ୱାନ ରାସନ କାର୍ଡ' ଯୋଜନାର ଶୁଭାରମ୍ଭ କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଏହି ଯୋଜନାରେ ଓଡ଼ିଶା ଭଳି କେତେକ ରାଜ୍ୟ ସାମିଲ ହୋଇ ନ ଥିଲେ। ତେଣୁ କେନ୍ଦ୍ର ସରକାର ସାରା ଦେଶରେ ଏହି ଯୋଜନା ଲାଗୁ କରିବା ପାଇଁ ୩୦ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ସମୟ ବଢ଼ାଇଥିଲେ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.