ETV Bharat / bharat

ଗୋରୁ ଚାଲାଣକାରୀଙ୍କୁ ଦଣ୍ଡ: ହାତ ବାନ୍ଧି 'ଗୋ ମାତା କି ଜୟ' କହିବାକୁ ବାଧ୍ୟ କଲେ

ମହାରାଷ୍ଟ୍ରକୁ ଗୋରୁ ଚାଲାଣ କରୁଥିବାବେଳେ ଧରାପଡିଲେ ଚୋରା ଚାଲାଣକାରୀ । ପୋଲିସକୁ ଜିମା ଦେବା ପୂର୍ବରୁ ଅଞ୍ଚଳବାସୀ ଦେଲେ ଦଣ୍ଡ । ହାତ ବାନ୍ଧି ମାରିବା ସହ 'ଗୋ ମାତା କି ଜୟ' ନାରା ଦେବାକୁ ବାଧ୍ୟ କରାଇଥିଲେ ।

author img

By

Published : Jul 8, 2019, 2:44 PM IST

Updated : Jul 8, 2019, 2:55 PM IST

ଫଟୋ ସୌଜନ୍ୟ:ଏଏନଆଇ

ଭୋପାଳ: ଯେଉଁଠି ଗୋରୁ ଚାଲାଣକାରୀଙ୍କୁ ଧରିଲେ ସେଇଠି ଆଣ୍ଠେଇ ଦେଲେ ଶାସ୍ତି । ବିଚ୍ ରାସ୍ତା ଉପରେ 24 ଜଣ ଚୋରା ଚାଲାଣକାରୀଙ୍କୁ ଆଣ୍ଠେଇ ବସେଇବା ସହ 'ଗୋ ମାତା କି ଜୟ'ର ନାରା ଦେବାକୁ କଲେ ବାଧ୍ୟ । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଛାଇ ରହିଛି ।

ମହାରାଷ୍ଟ୍ରକୁ ଗୋରୁ ଚାଲାଣ କରୁଥିବାବେଳେ ମଧ୍ୟପ୍ରଦେଶ ଖଣ୍ଡୱା ଅଞ୍ଚଳରେ ଧରା ପଡ଼ିଥିଲେ ଚୋରାଚାଲାଣକାରୀ । ଧରାପଡିବା ପରେ ସେହି ଅଞ୍ଚଳବାସୀ ସେମାନଙ୍କୁ ବାନ୍ଧି ମାଡ ମାରିବା ସହ 'ଗୋ ମାତା କି ଜୟ' ନାରା ଦେବାକୁ ବାଧ୍ୟ କରାଇଥିଲେ । ସୂଚନାଯୋଗ୍ୟ, 8ଟି ବଡ ବଡ ଗାଡିରେ ପାଖାପାଖି 2 ଡର୍ଜନର ଗାଈଙ୍କୁ ଭର୍ତ୍ତି କରି ଚାଲାଣ କରାଯାଉଥିଲା। ଏହି ସମୟରେ ଗୋବଂଶ ଅଞ୍ଚଳବାସୀଙ୍କ ଦ୍ବାରା ଅପରାଧୀମାନେ ଧରାପଡିଥିଲେ । ଏହା ପରେ ସ୍ଥାନୀୟଲୋକେ ଆଇନ ହାତକୁ ନେବା ସହ ଅପରାଧିଙ୍କୁ ବାନ୍ଧି ଶାସ୍ତି ଦେବାକୁ ଚେଷ୍ଟା କରିଥିଲେ । ଘଟଣା ବିଷୟରେ ପୋଲିସ ଖବର ପାଇବା ପରେ ଅପରାଧୀଙ୍କୁ ଗିରଫ କରିଛି।

ଭିଡିଓ ସୌଜନ୍ୟ:ଏଏନଆଇ

ଖଲୱା ତହସିଲ ମହାରାଷ୍ଟ୍ରର ସୀମା ସହ ଲାଗି ରହିଥିବାବେଳେ ଦେଡତଲାଇ ଜଙ୍ଗଲ ଦେଇ ଗୋରୁ ଚାଲାଣ କରାଯାଉଛି । ତେବେ ଏହି ଅପରାଧିଙ୍କୁ ଧରିବା ପରେ ପଶୁ ପାଳନ ଅଧିନିମୟରେ ମାମଲା ରୁଜୁ କରିଛି ପୋଲିସ ।

Intro:Body:

BLANK FOR LINK

Conclusion:
Last Updated : Jul 8, 2019, 2:55 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.