ETV Bharat / bharat

ରକ୍ଷା ବନ୍ଧନରେ ଉପରାଷ୍ଟପ୍ରତିଙ୍କ ଶୁଭେଚ୍ଛା, ମହିଳାଙ୍କୁ ସମ୍ମାନ ପାଇଁ ଦେଲେ ବାର୍ତ୍ତା - Vice President convey his greetings and good wishes

ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ପ୍ରେମ ଏବଂ ସ୍ନେହର ଦୃଢ ସମ୍ପର୍କକୁ ପ୍ରମାଣିତ କରେ ଯାହା ଭାଇ ଓ ଭଉଣୀମାନଙ୍କୁ ଏକତ୍ର ବାନ୍ଧିଥାଏ ବୋଲି ସେ କହିଛନ୍ତି।

ରକ୍ଷା ବନ୍ଧନରେ ଉପରାଷ୍ଟପ୍ରତିଙ୍କ ଶୁଭେଚ୍ଛା, ମହିଳାଙ୍କୁ ସମ୍ମାନ କରିବାକୁ ଦେଲେ ବାର୍ତ୍ତା

author img

By

Published : Aug 3, 2020, 7:23 AM IST

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହା ଏକ ହିନ୍ଦୁ ପର୍ବ ଯାହା ଭାରତବାସୀଙ୍କ ଦ୍ବାରା ପାଳନ କରାଯାଏ। ଏହି ପର୍ବ ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ଏକ ମୂକ ସାଖୀ। ଶ୍ରଦ୍ଧାରେ ଭଉଣୀ ଭାଇ ହାତରେ ବାନ୍ଧି ଦେଇଥାଏ ତାର ସୁରକ୍ଷା କବଚର ସୂତା ଖିଅ । ଯାହାକୁ ଭାଇ କାଳ କାଳ ମନେ ରଖି ତାର ଛାଇ ହୋଇ ରହିବା ସହ ବିପଦ ବେଳେ ସାହାଯ୍ୟ କରିବାର ସକଂଳ୍ପ ନେଇଥାଏ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ ।

  • I convey my greetings and good wishes to the people on the auspicious occasion of Rakshabandhan.
    This festival reaffirms the strong ties of love and affection that bind brothers and sisters together. #RakshaBandhan pic.twitter.com/BYy6hXOlDZ

    — Vice President of India (@VPSecretariat) August 3, 2020 " class="align-text-top noRightClick twitterSection" data=" ">

ତେବେ ରାକ୍ଷୀ ପୂର୍ଣ୍ଣମୀର ସମ୍ପର୍କର ଡୋରୀରେ କେବଳ ମଣିଷ ନୁହେଁ ଭଗବାନ ମଧ୍ୟ ବାନ୍ଧି ହୋଇଥାନ୍ତି। ଜଗନ୍ନାଥଙ୍କ ହାତରେ ବଡ ଦେଉଳରେ ଦେବୀ ସୁଭଦ୍ରା ମଧ୍ୟ ରାକ୍ଷୀ ବାନ୍ଧିଥାନ୍ତି। ତେବେ ରାକ୍ଷୀର ଏହି ପବିତ୍ର ଦିନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ପ୍ରେମ ଏବଂ ସ୍ନେହର ଦୃଢ ସମ୍ପର୍କକୁ ପ୍ରମାଣିତ କରେ ଯାହା ଭାଇ ଓ ଭଉଣୀମାନଙ୍କୁ ଏକତ୍ର ବାନ୍ଧିଥାଏ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

  • रक्षा बंधन के पावन अवसर पर देशवासियों को हार्दिक शुभकामनाएं!

    राखी भाई बहन के पवित्र स्नेह की प्रतीक है जो नारी की गरिमा और सम्मान की रक्षा की अपेक्षा भी करती है।

    परिवार और समाज में माताओं, बहनों और बेटियों की सुरक्षा, सम्मान और उनका सशक्तिकरण सभी का दायित्व है। #RakshaBandhan pic.twitter.com/Bop3kOEVso

''ଏହି ଶୁଭ ଅବସରରେ, ଆସନ୍ତୁ ଆମ ସମାଜରେ ମହିଳାମାନଙ୍କୁ ପାରମ୍ପାରିକ ଭାବରେ ସମ୍ମାନ ଓ ରକ୍ଷା କରିବା । ମହିଳାମାନଙ୍କୁ ସେମାନଙ୍କର ପ୍ରକୃତ ସାମର୍ଥ୍ୟକୁ ପହଞ୍ଚାଇବା ପାଇଁ ସଶକ୍ତ କରିବା । ଏହି ପର୍ବ ଦେଶରେ ଅଧିକ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧତା ଆଣିବା ଉଚିତ୍ ବୋଲି ଟ୍ବିଟ କରି ଲେଖିଛନ୍ତି।''

  • On this auspicious occasion, let us also resolve to uphold the dignity and respect traditionally accorded to women in our society and empower women to reach their true potential.
    May this festival usher in greater peace, harmony and prosperity in the country. #RakshaBandhan pic.twitter.com/Pm6kuK2zit

ମହାମାରୀ ସମୟରେ ଏହି ପର୍ବର ପାଳନ ସମାଜରେ ଭାଇଚାରାର ପ୍ରତୀକ ଦେଖାଉଛି। ତେଣୁ ମହାମାରୀ ପ୍ରପୀଡିତ ଏହି ଦେଶରେ ପାରସ୍ପରିକ ସହନଶୀଳତା, ସହାନୁଭୂତି ଏବଂ ସଂକ୍ରମଣ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଏବଂ ସେମାନଙ୍କ ପରିବାରକୁ ସମର୍ଥନ କରିବା ଦ୍ବାରା ରକ୍ଷା ବନ୍ଧନ ମୂଲ୍ୟବାନ ରହିବ ନାଇଡୁ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.