ETV Bharat / bharat

ଅକ୍ଟୋବର ଶେଷ ସୁଦ୍ଧା ସରକାରୀ ଘର ଛାଡିବେ ଓମାର ଅବଦୁଲ୍ଲା

ଅକ୍ଟୋବର ଶେଷ ସୁଦ୍ଧା ସରକାରୀ ଘର ଛାଡିବେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଅଧିକ ପଢନ୍ତୁ...

ଅକ୍ଟୋବର ଶେଷ ସୁଦ୍ଧା ସରକାରୀ ଘର ଛାଡିବେ ଓମାର ଅବଦୁଲ୍ଲା
ଅକ୍ଟୋବର ଶେଷ ସୁଦ୍ଧା ସରକାରୀ ଘର ଛାଡିବେ ଓମାର ଅବଦୁଲ୍ଲା
author img

By

Published : Sep 9, 2020, 11:36 AM IST

ଶ୍ରୀନଗର: ଅକ୍ଟୋବର ଶେଷ ସୁଦ୍ଧା ସରକାରୀ ଘର ଛାଡିବେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଏନେଇ ଟ୍ବିଟ୍‌ କରି ଜଣାଇଛନ୍ତି ନିଜେ ଓମାର ।

ତେବେ ତାଙ୍କୁ ଘର ଛାଡିବା ପାଇଁ କୌଣସି ନୋଟିସ ଦିଆଯାଇନାହିଁ । ସେ ସ୍ବଇଚ୍ଛାରେ ଘର ଛାଡୁଥିବା ଟ୍ବିଟ୍‌ରେ ଦର୍ଶାଇଛନ୍ତି । ଏହାସହ ଘର ଛାଡିବା ନେଇ ସଚିବଙ୍କୁ ଲେଖିଥିବା ଚିଠି ମଧ୍ୟ ଟ୍ବିଟ୍‌ରେ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ଶ୍ରୀନଗରର ଗୁପକର ରୋଡରେ ଥିବା ସରକାରୀ ଘରକୁ ସେ ଅକ୍ଟୋବର ଶେଷ ସୁଦ୍ଧା ଖାଲି କରିବେ ବୋଲି ଦର୍ଶାଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.