ETV Bharat / bharat

ଲୋକସଭାର 475 ସାଂସଦ କୋଟିପତି, ବିଜେପିର ସର୍ବାଧିକ - କୋଟିପତି

ନବ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ 475 ସାଂସଦ କୋଟିପତି । ଏଡିଆର ଧନୀ ସାଂସଦ ତାଲିକା ପ୍ରକାଶ କରିଛି ।

ଫାଇଲ ଫଟୋ
author img

By

Published : May 26, 2019, 11:50 PM IST

Updated : May 27, 2019, 9:22 AM IST

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପରେ ପ୍ରକାଶ ପାଇଛି ଧନୀ ସାଂସଦଙ୍କ ତାଲିକା । ଲୋକସଭାକୁ ନିର୍ବାଚିତ ହୋଇଥିବା 542 ସାଂସଦଙ୍କ ମଧ୍ୟରୁ 475 ସାଂସଦ କୋଟିପତି । ଏହି ତାଲିକା ପ୍ରକାଶ କରିଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ (ଏଡିଆର)।

ପ୍ରକାଶିତ ଧନୀ ସାଂସଦ ତାଲିକାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲ ନାଥ ଶୀର୍ଷରେ ଅଛନ୍ତି । ତାଙ୍କର ସମ୍ପତ୍ତି 660 କୋଟିରୁ ଊର୍ଦ୍ଧ୍ବ । ତାଙ୍କ ପରେ କନ୍ୟାକୁମାରୀର ସାଂସଦ ବସନ୍ତ କୁମାର ଦ୍ବିତୀୟରେ ରହିଛନ୍ତି । ତାଙ୍କର 417କୋଟିର ସମ୍ପତ୍ତି ରହିଛି । ତେବେ କୋଟିପତି ସାଂସଦଙ୍କ ମଧ୍ୟରେ ସବୁଠୁ ଅଧିକ ବିଜେପି ସାଂସଦ । ବିଜେପିର 301 ସାଂସଦରୁ 265 ଜଣ କୋଟିପତି ।

ତେବେ ଡିଏମକେର 23 ସାଂସଦଙ୍କ ମଧ୍ୟରୁ 22 ଜଣ କୋଟିପତି । ସେହିପରି ତୃଣମୂଳ କଂଗ୍ରେସର 22ରୁ 20, ୱାଏଏସଆର କଂଗ୍ରେସର 22ରୁ 19 ସାଂସଦ କୋଟିପତି ।

ସ୍ଲଗ-ତାଠବ ରଚିଲା ଘୁର୍ନୀଝଡ ନେଇଗଲା ଜୀବନ ।
ରିପୋଟର-ଅଜିତ ସିଂ
ସ୍ଥାନ-କଳାହାଠି
ତାରିଖ-୨୬-୦୫-୧୯
ଫର୍ମାଟ-ଏଭିବି
ଏଙ୍କର-କଳାହାଠି ଜିଲ୍ଲା ଗୋଲାମୁଠା ଥାନା ଅନ୍ତର୍ଗତ  ଘୋଟିଆ ଗାଁ ରେ ଆଜି  ସଂନ୍ଧ୍ୟା  ସମୟରେ କୁଆ ପଥର ବର୍ଷା ସହ ପବନ ବୋହିଥିଲା ଫଳରେ ଆମ୍ୱ ଗୋଟାଇବା କୁଜାଇଥିବା ୭ ଜଣଙ୍କ ଉପରେ ଆମ୍ୱ ଗଛ ଟି ପଡିଯାଇଥିଲା ଫଲରେ ଘଟଣା ସ୍ଥଳରେ ଜଣେ ନାବାଲିକାର ମ୍ରୁତ୍ୟ ଘଟି ଥିବାବେଲେ ୭ ଜଣଙ୍କୁ ଧର୍ମଗଡ ଓ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ  ରେ ଭର୍ତ୍ତି କରାଯାଇଛି । ମ୍ରୁତକ ନାବାଳିକା ଜଣକ ହେଲେ ସେହି ଗାଁ ର କମଳି ରଣା ଘଟଣା ସ୍ଥଳରେ ଗୋଲାମୁଠା ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।
ବାଇଟ-ସୁବାଷଅ ଚଠୀ (ଗୁରୁତର ଙ୍କ ପରିବାରବର୍ଗ)
Last Updated : May 27, 2019, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.