ETV Bharat / bharat

‘ବିହାରରେ ଏନଆରସିକୁ ନା’

ବିହାରରେ ଲାଗୁ ହେବନି ଏନଆରସି(ଜାତୀୟ ନାଗରିକତା ପଞ୍ଜୀକରଣ) । 2010 ପରି କେବଳ ଏନପିଆର(ଜାତୀୟ ଜନସଂଖ୍ୟା ପଞ୍ଜୀକରଣ) ହିଁ ଅପଡେଟ୍‌ ହେବ ବୋଲି ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।

NRC will not be implemented in Bihar: CM
‘ବିହାରରେ ଏନଆରସିକୁ ନା’
author img

By

Published : Feb 24, 2020, 12:42 PM IST

ପାଟନା: ବିହାରରେ ଲାଗୁ ହେବନି ଏନଆରସି(ଜାତୀୟ ନାଗରିକତା ପଞ୍ଜୀକରଣ) । 2010 ପରି କେବଳ ଏନପିଆର(ଜାତୀୟ ଜନସଂଖ୍ୟା ପଞ୍ଜୀକରଣ) ହିଁ ଅପଡେଟ୍‌ ହେବ ବୋଲି ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।

‘ବିହାରରେ ଏନଆରସିକୁ ନା’

ଦରଭଙ୍ଗା ଜିଲ୍ଲାରେ ଥିବା ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତିଶ ଏପରି କହିଛନ୍ତି । ସେହିପରି ଡିସେମ୍ବରରେ ହିଁ ଜନତା ଦଳ(ୟୁ) ଏନଆରସିକୁ ନେଇ ତାର ପକ୍ଷ ରଖିସାରିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଏଠାରେ ସେ ଅନେକ ବିଶ୍ବବିଦ୍ୟାଳୟ ପାଇଁ ହଷ୍ଟେଲ ସହିତ ଅନେକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.