ETV Bharat / bharat

31 ଅକ୍ଟୋବର ଯାଏଁ ଘୁଞ୍ଚିଲା ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାରର ଅନଲାଇନ ନାମାଙ୍କନ - ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାରର

ରତର ଏକତା ତଥା ଅଖଣ୍ଡତା ପାଇଁ ଅବଦାନ କ୍ଷେତ୍ରରେ ସର୍ବୋଚ୍ଚ ନାଗରିକ ପୁରସ୍କାର ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ 31 ଅକ୍ଟୋବର ଯାଏଁ ଘୁଞ୍ଚିଲା ନାମାଙ୍କନ ପ୍ରକ୍ରିୟା । ଅଧିକ ପଢନ୍ତୁ...

31 ଅକ୍ଟୋବର ଯାଏଁ ଘୁଞ୍ଚିଲା ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାରର ଅନଲାଇନ ନାମାଙ୍କନ

author img

By

Published : Aug 20, 2020, 7:15 PM IST

ନୂଆଦିଲ୍ଲୀ: ଭାରତର ଏକତା ତଥା ଅଖଣ୍ଡତା ପାଇଁ ଅବଦାନ କ୍ଷେତ୍ରରେ ସର୍ବୋଚ୍ଚ ନାଗରିକ ପୁରସ୍କାର ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ଅନଲାଇନ ନାମାଙ୍କନ ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ଅକ୍ଟୋବର 31 ଯାଏଁ ଏହି ପୁରଷ୍କାର ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିବ ।

ଗୃହ ମନ୍ତ୍ରଣାଳୟର ୱେବସାଇଟ https://nationalunityawards.mha.gov.inରେ ଅନଲାଇନରେ ନାମାଙ୍କନ ନେଇ ଆବେଦନ କରିପାରିବେ ।

ଭାରତର ପୂର୍ବତନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରନ୍ତି। ଜାତୀୟ ଏକତା ଏବଂ ଅଖଣ୍ଡତାକୁ ପ୍ରୋତ୍ସାହିନ ଦେବା ପାଇଁ ଏହି ପୁରସ୍କାର ଉଲ୍ଲେଖନୀୟ ତଥା ପ୍ରେରଣାଦାୟକ ଅବଦାନକୁ ସ୍ବୀକୃତି ଦିଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.