ETV Bharat / bharat

‘ଶିବସେନାକୁ ଦିଆଯାଇନି 50-50 ଫର୍ମୁଲାର ପ୍ରତିଶୃତି’

author img

By

Published : Nov 8, 2019, 6:48 PM IST

ବିଜେପି-ଶିବସେନା ମଧ୍ୟରେ କ୍ଷମତା ବଣ୍ଟାଯିବା ନେଇ କୌଣସି ଚୁକ୍ତି ହୋଇନାହିଁ । ବିଶେଷ କରି ମୁଖ୍ୟମନ୍ତ୍ରୀ ପଦକୁ ନେଇ 50-50 ଫର୍ମୁଲା ପ୍ରତିଶୃତି ମଧ୍ୟ ଶିବସେନାକୁ ବିଜେପି ଦେଇନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଗଡକରୀ ।

ନିତିନ ଗଡକରୀ

ମୁମ୍ବାଇ: ମହାରାଷ୍ଟ୍ର ମହାଭାରତ ନେଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ବୟାନ ଆସିଛି । ଶୁକ୍ରବାର ଗଡକରୀ କହିଛନ୍ତି, ବିଜେପି-ଶିବସେନା ମଧ୍ୟରେ କ୍ଷମତା ବଣ୍ଟାଯିବାର କୌଣସି ଚୁକ୍ତି ହୋଇନାହିଁ । ବିଶେଷ କରି ମୁଖ୍ୟମନ୍ତ୍ରୀ ପଦକୁ ନେଇ 50-50 ଫର୍ମୁଲା ପ୍ରତିଶୃତି ଶିବସେନାକୁ ଦିଆଯାଇନି ।

ବାଲ ଠାକରେଙ୍କ ସମୟରୁ ଏହି ଚୁକ୍ତି ରହି ଆସିଛି କି, ମେଣ୍ଟରେ ଯେଉଁ ଦଳର ବିଧାୟକ ସଂଖ୍ୟା ଅଧିକା ରହିବେ, ସେହି ଦଳର ନେତା ମୁଖ୍ୟମନ୍ତ୍ରୀ ହେବେ । ତେଣୁ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗଡକରୀ ।

ତେବେ ପୂର୍ବରୁ ସାମନ ବୟାନ ଦେଇ ସାରିଛନ୍ତି, ମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡନାଭିସ । ଫଳରେ ପୁଣି ଗଡକରୀଙ୍କ ଏହି ବୟାନ ମହାରାଷ୍ଟ୍ର ରାଜନୀତିକୁ ବିବାଦୀୟ କରି ଦେଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.