ଚେନ୍ନାଇ:ତାମିଲନାଡୁର ତ୍ରୀଚି ଅଞ୍ଚଳରେ ଚଢାଉ କରିଛି ଟିମ । 2 ଜଣକୁ ପଚରାଉଚୁରା କରୁଛି ଟିମ ।
ସାରବୁଦ୍ଦିନ ନାମକ ଏକ ବ୍ୟକ୍ତିଙ୍କ ଘରେ ଏନଆଇଏ ଟିମର 3 ଜଣ ସଦସ୍ୟ ଚଢାଉ କରିଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ଅଲ-କାୟଦା ସମ୍ପର୍କରେ ଥିବା ଜଣାପଡିଥିଲା । ଯାହାର ଖବର ପାଇ ଟିମ ଚଢାଉ କରିଥିବାବେଳେ ସରବୁଦ୍ଦିନ ସମେତ ଅନ୍ୟ ଏକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।