ETV Bharat / bharat

କୋରୋନା ଆତଙ୍କ: ମାର୍ଚ୍ଚ 31 ଯାଏଁ ଏନଜିଟିର ସମସ୍ତ ମାମଲା ଶୁଣାଣି ସ୍ଥଗିତ

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(NGT) 31 ମାର୍ଚ୍ଚ ଯାଏଁ ସମସ୍ତ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛି । କୋରୋନା ଭାଇରସ ଆତଙ୍କ କାରଣରୁ ଏନଜିଟି ଏପରି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

NGT adjourns hearing on all cases
ଫାଇଲ ଫଟୋ
author img

By

Published : Mar 23, 2020, 6:12 PM IST

ନୂଆଦିଲ୍ଲୀ: ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(NGT) 31 ମାର୍ଚ୍ଚ ଯାଏଁ ସମସ୍ତ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛି । କୋରୋନା ଭାଇରସ ଆତଙ୍କ କାରଣରୁ ଏନଜିଟି ଏପରି ନିଷ୍ପତ୍ତି ନେଇଛି ।

ଗତ ମାର୍ଚ୍ଚ 9ରେ ଏନଜିଟିର ମୁଖ୍ୟ ବେଞ୍ଚ ଅର୍ଥାତ ଦିଲ୍ଲୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବାୟୋମ୍ୟାଟ୍ରିକ ଉପସ୍ଥାପନା ଉପରେ ରୋକ୍ ଲଗାଇଥିଲେ । ବର୍ତ୍ତମାନ ସମସ୍ତ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଛି । ପ୍ରକାଶ ଥାଉକି, ଦିଲ୍ଲୀ ସରକାର ମଧ୍ୟ ସମସ୍ତ ଦିଲ୍ଲୀକୁ ଲକ୍ ଡାଉନ୍ କରିବା ପାଇଁ ଆଦେଶ ଦେଇଛି ।

ଅନ୍ୟପକ୍ଷେ କୋରୋନା ଭାଇରସ କାରଣରୁ ଦିଲ୍ଲୀ ହାଇକୋର୍ଟ ଏପ୍ରିଲ 4 ଯାଏଁ ବନ୍ଦ ରହିବ । ଏପରିକି ନିମ୍ନ ଅଦାଲତ ମଧ୍ୟ ଅପ୍ରିଲ 4 ଯାଏଁ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.