ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ପ୍ରମୁଖ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Jan 13, 2021, 7:10 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

1. ଆଜି ପବିତ୍ର ଲୋହରୀ । ସାରା ଦେଶରେ ଉତ୍ସବର ମାହୋଲ । ପଞ୍ଜାବରେ ସ୍ବତନ୍ତ୍ର ପ୍ରସ୍ତୁତି ।

2.ମହାମାରୀ ବିରୋଧରେ ଲଢେଇ ଜୋରଦାର । ଆଜି ପୁଣି ବିଭିନ୍ନ ରାଜ୍ୟକୁ ଯିବ କୋଭିଡ ଟିକା ।

3. ଆଜି କେନ୍ଦ୍ର କ୍ୟାବିନେଟ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଆସିବ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ।

4.ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରେସମିଟ । ଦେଶରେ କୋଭିଡ ସ୍ଥିତି ଓ ଟିକା କରଣକୁ ନେଇ ରଖିବେ ତଥ୍ୟ ।

5. ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ଦେଶର ବିଭିନ୍ନ ପ୍ରାନ୍ତରେ ବାର୍ଡଫ୍ଲୁକୁ ନେଇ କରିବେ ସମୀକ୍ଷୀ ।

6. ଆଜି ରାଜ୍ୟର ବିଭିନ୍ନ ପ୍ରକଳ୍ପ ଓ କୋଭିଡ ଟୀକାକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।

7.ଆଜି ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତର ବ୍ରେନ ମ୍ୟାପିଂ ଉପରେ ଶୁଣାଣି ।

8 . ଆଜି ଭାରତର ଗୌରବ ହୀରାକୁଦ ନଦୀବନ୍ଧର ପ୍ରତିଷ୍ଠା ଦିବସ । ନଦୀବନ୍ଧକୁ 64 ବର୍ଷ ପୁରି ଆଜି ଠାରୁ 65 ବର୍ଷରେ ପଦାର୍ପଣ କଲା ହୀରାକୁଦ ।

9. ଆଜି ପାରଦ୍ବୀପ ସମରାଭ୍ୟାସର ଦ୍ବିତୀୟ ଦିନ । ଏଥିରେ ଭାଗ ନେବେ ଭାରତୀୟ ତଟରଖି ବାହିନୀ, ସିଆଇଏସଏଫ, ଅନ୍ୟ ସୁରକ୍ଷା କର୍ମଚାରୀ।

10. ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଆଜି ଆମେରିକା ସିନେଟରେ ହେବ ଭୋଟ ଗ୍ରହଣ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.