ETV Bharat / bharat

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Sep 4, 2020, 7:01 AM IST

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ପୂର୍ବାହ୍ନ 11 ଟାରେ ଆଇପିଏସ ପାସିଂ ଆଉଟ ପରେଡକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀରେ ରହିଛି କାର୍ଯ୍ୟକ୍ରମ । ଭର୍ଚୁଆଲରେ ଯୋଗଦେବେ ମୋଦି ।

2 - ଆଜି SCO ସମ୍ମିଳନୀର ଅନ୍ୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

3- ଆଜି WHOର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧ୍ୟକ୍ଷତା କରିବେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । କୋରୋନାକୁ ନେଇ ହେବ ଆଲୋଚନା ।

4- ଆଜି ନିର୍ବାଚନ ଆୟୋଗଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ନିର୍ବାଚନକୁ ନେଇ କରିବେ ସମୀକ୍ଷା ।

5- ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ କରିବେ ଆଲୋଚନା ।

6- ଆଜି NSA, CDS ଓ 3 ସେନା ମୁଖ୍ୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । LAC ପ୍ରସଙ୍ଗରେ ହେବ ଆଲୋଚନା ।

7- ଆଜି ରାମ ମନ୍ଦିର ତିର୍ଥକ୍ଷେତ୍ର ଟ୍ରଷ୍ଟ ଓ ନିର୍ମାଣ ସମିତି ମଧ୍ୟରେ ବୈଠକ । ମନ୍ଦିର ନିର୍ମାଣ ଓ ଧନ ସଂଗ୍ରହ ଉପରେ ହେବ ଆଲୋଚନା ।

8- ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ କୋରୋନା ସମୀକ୍ଷା ବୈଠକ । ଜିଲ୍ଲାୱାରୀ କରିବେ ସ୍ଥିତି ସମୀକ୍ଷା ।

9- ଆଜି ଠାରୁ ଭୁବନେଶ୍ବର-ବଲାଙ୍ଗୀର ମଧ୍ୟରେ ଚାଲିବ ଇଣ୍ଟରସିଟି ଏକ୍ସପ୍ରେସ ।

10 - ଆଜି ଠାରୁ ଦୁବାଇରେ ଅଭ୍ୟାସ ଆରମ୍ଭ କରିବ ଚେନ୍ନାଇ ସୁପର କିଙ୍ଗ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.