ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - NEWSTODAY

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Aug 26, 2020, 7:01 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ମୁଖ୍ୟମନ୍ତ୍ରୀ ପୁଣି କରିବେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ ।

2-ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ILS ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ । ରାଜ୍ୟରେ କୋରୋନା ସ୍ଥିତି ଓ ଟେଷ୍ଟିଂ ଉପରେ ହେବ ଆଲୋଚନା ।

3- ଆଜି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା । ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ ।

4- ଆଜି ଏମଏସଏମଇ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଉପସ୍ଥିତ ରହିବେ ବିଭାଗୀୟ ମନ୍ତ୍ରୀ ।

5- ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କରିବେ ଉଚ୍ଚସ୍ତରୀୟ କୋରୋନା ସମୀକ୍ଷା । ଦିଲ୍ଲୀର ବିଭିନ୍ନ ହସ୍ପିଟାଲ କରିବେ ପରିଦର୍ଶନ ।

6- ଆଜି ରେଳ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ । ସେପ୍ଟେମ୍ବରରୁ ରେଳ ଚଳାଚଳ ଉପରେ ହେବ ସମୀକ୍ଷା ।

7 - ଆଜି ଗୃହ ମନ୍ତ୍ରଣାଳୟ ଓ NDRF ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ହେବ ଆଲୋଚନା ।

8- ଆଜି ସମସ୍ତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସହଯୋଗୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । GST କୁ ନେଇ ହେବ ଆଲୋଚନା ।

9- ଆଜି ଭାରତ-ଭିଏତନାମା ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା । କୋରୋନା ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧିକୁ ନେଇ ହେବ ଆଲୋଚନା ।

10- ଆଜି IPL କୁ ନେଇ BCCI ର ଗୁରୁତ୍ଵପୂର୍ଣ୍ଣ ବୈଠକ । ଖେଳସୂଚୀ ନେଇ ହୋଇପାରେ ଚୂଡାନ୍ତ ନିଷ୍ପତ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.