ETV Bharat / bharat

ନାଗରିକ ସଂଶୋଧନ ବିଲକୁ ବିରୋଧ: ଆସାମରେ 12ଘଣ୍ଟିଆ ବନ୍ଦ ପାଳନ - ନାଗରିକ ସଂଶୋଧନ ବିଲ

ନାଗରିକ ସଂଶୋଧନ ବିଲକୁ ବିରୋଧ କରି ଆସାମର ଉତ୍ତର ପୂର୍ବ ଛାତ୍ର ସଂସ୍ଥା 12 ଘଣ୍ଟିଆ ବନ୍ଦ ପାଳନ କରିଛି ।

NESO ANNOUNCES 12 HOURS NORTHEAST BANDH
ନାଗରିକ ସଂଶୋଧନ ବିଲକୁ ବିରୋଧ
author img

By

Published : Dec 10, 2019, 10:16 AM IST

ଗୌହାଟୀ: ଲୋକସଭାରେ ପାରିତ ହେଲା ନାଗରିକ ସଂଶୋଧନ ବିଲ । ବିଲ୍‌କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ଆସାମରେ ମଧ୍ୟ ବିଲକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଥାନରେ ଟାୟାର ଜାଳିଛନ୍ତି ଲୋକେ । ଆସାମର ଉତ୍ତର ପୂର୍ବ ଛାତ୍ର ସଂସ୍ଥା 12 ଘଣ୍ଟିଆ ବନ୍ଦ ପାଳନ କରିଛି ।

ନାଗରିକ ସଂଶୋଧନ ବିଲକୁ ବିରୋଧ

ମଙ୍ଗଳବାର ସକାଳୁ ସକାଳୁ ଆସାମର ଉତ୍ତର ପୂର୍ବ ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାସ୍ତା ଘାଟରେ ବିକ୍ଷୋଭକାରୀ ଗାଡି ଚଳାଚଳ ବନ୍ଦ କରିବା ସହ ଟାୟାର ଜାଳି ରାସ୍ତା ରୋକ୍ କରିଛନ୍ତି । ସେହିପରି ଆସାମର ରାଜାଧାନୀ ଗୌହାଟୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜଧାନୀରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ଉଲ୍ଲେଖଥାଉ କି, ଗତକାଲି(ସୋମବାର) ଲୋକସଭାରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ ଦୀର୍ଘ 8 ଘଣ୍ଟାର ଆଲୋଚନା ପରେ ଗୃହିତ ହୋଇଛି । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଏହି ବିଲକୁ ସରକାର ଲୋକସଭାରେ ପାରିତ କରାଇବାରେ ସଫଳ ହୋଇଛନ୍ତି । ଏହି ବିଲ୍‌ ସପକ୍ଷରେ 311 ଖଣ୍ଡ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା 80ଟି ଭୋଟ । ତେବେ ଆଜି(ବୁଧବାର) ଏହା ରାଜ୍ୟସଭାରେ ଆଗତ ହୋଇପାରେ ।

Intro:Body:

The Citizenship Amendment Bill 2019 is passed at the Loksabha. The situation of the state become more worse. Different student organizations, and common people from the state have come to protesting against the Bill till midnight. The North East Student's Organization(NESO) announces 12 hours NorthEast Bandh on Tuesday. From morning protesters have come to the roads, roads have been blocked by buring tyre. the impact of the bandh is high at the capital of the state guwahti. section 144 has been imposed at several districts of the state. today the bill will be proposed at Rajya Sabha. the situation can be more worse during the parliament hour. scripts and visuals are shared in vernacular in

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.