ETV Bharat / bharat

ନେପାଳ ଭୂସ୍ଖଳନ: ଆବର୍ଜନା ତଳୁ ମିଳିଲା 18 ମୃତଦେହ

author img

By

Published : Aug 16, 2020, 12:19 PM IST

ଅଗଷ୍ଟ 14 ତାରିଖରେ ନେପାଳରେ ହୋଇଥିବା ଭୂସ୍କଳରେ ଅନେକ ଲୋକ ନିଖୋଜ ଥିଲେ। ଶନିବରା ଖୋଜାଖୋଜି ସମୟରେ ସିନ୍ଧୁପାଲଚୋକ୍ ଜିଲ୍ଲାର ଆବର୍ଜନା ସ୍ଥଳରୁ 18ଟି ମୃତଦେହ ଉଦ୍ଧାର କରାଯାଇଛି।

ଡରାଉଛି ନେପାଳ ଭୂସ୍ଖଳନ, ଆବର୍ଜନା ତଳୁ 18 ମୃତଦେହ ଉଦ୍ଧାର

କାଠମାଣ୍ଡୁ: ଲଗାଣ ବର୍ଷା ଓ ଭୂସ୍କଳନରେ ଥରହର ହେଉଛି ନେପାଳ। ଗତ କିଛିଦିନ ଧରି ରାଜ୍ୟରେ ଭୂସ୍କଳନ ଯୋଗୁଁ ଅନେକଙ୍କ ମୃତ୍ୟୁ ହେଲାଣି। ତେବେ ଅଗଷ୍ଟ 14 ତାରିଖରେ ହୋଇଥିବା ଭୂସ୍କଳନରେ ଅନେକ ଲୋକ ନିଖୋଜ ଥିଲେ। ଏନେଇ ଖୋଜାଖୋଜି ଜାରି ରହିଥିଲା।

ଶନିବାର ସିନ୍ଧୁପାଲଚୋକ୍ ଜିଲ୍ଲାର ଆବର୍ଜନା ସ୍ଥଳରୁ 18ଟି ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସମୟରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଚଳିତ ବର୍ଷ ମେ’ ମାସରୁ ଏପର୍ଯ୍ୟନ୍ତ ମୋଟ ୧୭୭ ଜଣ ଭୂସ୍କଳନରେ ପ୍ରାଣ ହରାଇ ସାରିଲେଣି।

  • Nepal: 18 bodies recovered from under the debris in Sindhupalchowk district yesterday, after a landslide in the area took place on August 14. Rescue operation underway. pic.twitter.com/RGtE4fnzHv

    — ANI (@ANI) August 16, 2020 " class="align-text-top noRightClick twitterSection" data=" ">

ସେହିପରି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଭାରତ, ନେପାଳ, ବାଲାଂଦେଶରେ ମୌସୁମୀ ପ୍ରବେଶ ପରେ ହୋଇଥିବା ବର୍ଷା କାରଣରୁ ଅନେକ ଜୀବନହାନି ହୋଇଛି । ବାଂଲାଦେଶରେ ବନ୍ୟାଆସିବା ଫଳରେ ଗତ ଜୁନ୍ ଶେଷରୁ ୧୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.