ETV Bharat / bharat

ଆଜି ବାହାରିବ NEET ପରୀକ୍ଷା ଫଳ - ନୀଟ୍‌ ପରୀକ୍ଷା

ନିଟ୍‌ ପରୀକ୍ଷା ଫଳ ବୁଧବାର ବାହାରିବ ବୋଲି ନ୍ୟାସଲାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କୁହାଯାଇଛି । ପରୀକ୍ଷାଫଳ ବୁଧବାର ଦ୍ବିପ୍ରହର ପରେ ନ୍ୟାସନାଲ ଟେଷ୍ଟିଂର ଓ୍ବେବସାଇଟ୍‌ ntaneet.nic.inରେ ଜାରି କରାଯିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 5, 2019, 9:26 AM IST

ନୂଆଦିଲ୍ଲୀ: ସାରା ଦେଶରେ ମେଡିକାଲ କଲେଜ ଗୁଡିକରେ ଏମବିବିଏସ ଓ ବିଡିଏସ ଆଦି ଡାକ୍ତରୀ ପାଠ୍ୟକ୍ରମ ପାଇଁ ହୋଇଥଇବା ନିଟ୍‌ ପରୀକ୍ଷା ଫଳ ବୁଧବାର ବାହାରିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କୁହାଯାଇଛି ।

ନିଟ୍‌ ପରୀକ୍ଷାଫଳ ବୁଧବାର ଦ୍ବିପ୍ରହର ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଓ୍ବେବସାଇଟ୍‌ ntaneet.nic.inରେ ଜାରି କରାଯିବ । ପରୀକ୍ଷାର୍ଥୀ ଓ୍ବେବସାଇଟ ଜରିଆରେ ନିଜର ରେଜିଷ୍ଟ୍ରେସନ ନମ୍ବର ଓ ପାସଓ୍ବାର୍ଡ ମାଧ୍ୟମରେ ପରୀକ୍ଷଫଳ ଦେଖି ପାରିବେ ।

ଦେଶରେ ନିଟ୍‌ ପରୀକ୍ଷା ମେ 5 ତାରିଖରେ ହୋଇଥିବା ବେଳେ ବତ୍ୟା ଫନି କରାଣରୁ ଓଡିଶାରେ ଓ ଟ୍ରେନ ବିଳମ୍ବ କାରଣରୁ କର୍ଣ୍ଣାଟକରେ ମେ 20 ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Intro:Body:

dgss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.