ETV Bharat / bharat

ପ୍ରକାଶ ପାଇଲା ନିଟ୍ ରେଜଲ୍ଟ: ରାଜସ୍ଥାନର ନଳୀନ ଟପ୍ପର

ନ୍ୟାସ୍‌ନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‍(ନିଟ୍‌) ପରୀକ୍ଷା ଫଳ ଚଳିତ ବର୍ଷ ପ୍ରକାଶ ପାଇଛି । ରାଜସ୍ଥାନର ନଳୀନ ଖଣ୍ଡେଲଓ୍ଵାଲ୍‌ ସମୁଦାୟ ୭୨୦ରୁ ୭୦୧ ନମ୍ବର(୯୯.୯୯) ପ୍ରତିଶତ ରଖି ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡ଼ିଆ
author img

By

Published : Jun 5, 2019, 9:24 PM IST

ନୂଆଦିଲ୍ଲୀ: ବୁଧବାର ପ୍ରକାଶ ପାଇଛି ନ୍ୟାସ୍‌ନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‍(ନିଟ୍‌) ପରୀକ୍ଷା ଫଳାଫଳ । ଚଳିତ ବର୍ଷ ପରୀକ୍ଷାରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ନଳୀନ ଖଣ୍ଡେଲଓ୍ଵାଲ୍‌ । ସେ ସମୁଦାୟ ୭୨୦ରୁ ୭୦୧ ନମ୍ବର(୯୯.୯୯) ପ୍ରତିଶତ ରଖି ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଦିଲ୍ଲୀର ଭାବିକ ବଂଶାଲ୍‌ ଓ ଉତ୍ତର ପ୍ରଦେଶର ଅକ୍ଷତ କୌଶିକ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ରାଜଧାନୀ ଦିଲ୍ଳୀରେ ପାସ୍‌ ହାର ସର୍ବାଧିକ ରହିଥିବାବେଳେ କର୍ଣ୍ଣାଟକର ୨ ଜଣ ଛାତ୍ର ଟପ୍‌ ୫୦ ର‍୍ୟାଙ୍କ୍‌ରେ ରହିଛନ୍ତି । ଦିଲ୍ଳୀରେ ୭୪.୯୨ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୂରା ଦେଶରେ ପ୍ରଥମ ସ୍ଥାନରେ ରହିଛନ୍ତି ।

Intro:Body:

cccd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.