ETV Bharat / bharat

2020-21 ଶିକ୍ଷାବର୍ଷ ଲାଗି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଲକ୍ଷାଧିକ ଛାତ୍ର ପଞ୍ଜୀକୃତ - 2020-21 ଶିକ୍ଷାବର୍ଷ ଲାଗି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଲକ୍ଷାଧିକ ଛାତ୍ର ପଞ୍ଜୀକୃତ

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ 2020-21 ଶିକ୍ଷାବର୍ଷ ଲାଗି ଆଡମିଶନ ପ୍ରକ୍ରିୟା ଜାରି ରହିଛି । କୋରୋନା ପାଇଁ ଚଳିତ ବର୍ଷ ଆଡମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ଚାଲିଛି । ଅଧିକ ପଢନ୍ତୁ...

2020-21 ଶିକ୍ଷାବର୍ଷ ଲାଗି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଲକ୍ଷାଧିକ ଛାତ୍ର ପଞ୍ଜୀକୃତ

author img

By

Published : Jul 7, 2020, 7:50 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟରେ 2020-21 ଶିକ୍ଷାବର୍ଷ ଲାଗି ଆଡମିଶନ ପ୍ରକ୍ରିୟା ଜାରି ରହିଛି । ଏପର୍ଯ୍ୟନ୍ତ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ 3,44,724 ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିବାବେଳେ 2,28,534 ଛାତ୍ରଛାତ୍ରୀ ମଧ୍ୟ ଆବେଦନ ଶୁଳ୍କ ଦାଖଲ କରି ସାରିଛନ୍ତି ।

ତେବେ କୋରୋନା ପାଇଁ ଚଳିତ ବର୍ଷ ଆଡମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ଚାଲିଛି । ସେହିପରି ସାଧାରଣ ବର୍ଗରେ 1,49,706 ଛାତ୍ରଛାତ୍ରୀ ଆବେଦନ କରି ଥିବାବେଳେ ଓବିସିରେ 42,171, ଏସସିରେ 26,312, ଏସଟିରେ 4,540 ଏବଂ ଇଡବ୍ଲ୍ୟୁଏସରେ 5,805 ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଏତଦବ୍ୟତୀତ ପୋଷ୍ଟ ଗ୍ରାଜୁଏସନରେ 1,37,274 ଛାତ୍ର ଆବେଦନ କରିଛନ୍ତି । ଯେଉଁଥିରେ 1,08,647 ପଞ୍ଜୀକରଣ ଫି ଦାଖଲ କରି ସାରିଛନ୍ତି । ଏଥିରେ ସାଧାରଣ ବର୍ଗରେ 58,388, ଓବିସିରେ 25,293, ଏସସିରେ 15,523, ଏସଟିରେ 4,051 ଏବଂ ଇଡବ୍ଲ୍ୟୁଏସରେ 5,392 ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ପ୍ରକାଶ ଥାଉ କି, ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆବେଦନ କରିବାର ଶେଷ ତାରିଖ 18 ଜୁଲାଇ ପର୍ଯ୍ୟନ୍ତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.