ETV Bharat / bharat

ସୀମା ବିବାଦ ପ୍ରସଙ୍ଗ: ଏନସିପି ବିଧାୟକଙ୍କ ବିବାଦୀୟ ବୟାନ

author img

By

Published : Jan 5, 2020, 11:24 PM IST

ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଏନସିପି ବିଧାୟକ ରାଜେଶ ପାଟିଲ । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସେ। ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

NCP MLA controversial statement
ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ପ୍ରସଙ୍ଗ

ବେଙ୍ଗାଲୁରୁ: ମହାରାଷ୍ଟ୍ର ରାଜନୀତିକୁ ନେଇ ରାଜନୈତିକ ମାହୋଲ ସରଗରମ ଥିବାବେଳେ ପୁଣିଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ର ଚନ୍ଦାଗଡ ବିଧାୟକ ରାଜେଶ ପାଟିଲ୍। ଏଥର ସେ ବେଲଗାଭୀ-ମହାରାଷ୍ଟ୍ର ସୀମା ବିବାଦକୁ ନେଇ ବୟାନ ଦେଇଛନ୍ତି।

ବିଧାୟକ କହିଛନ୍ତି, ମହାରାଷ୍ଟ୍ରରେ ପୂର୍ବରୁ ଶାସନଗାଦିରେ ବସିଥିବା ସରକାର ସୀମା ବିବାଦ ସମାଧାନ ପାଇଁ କୌଣସି କାମ କରିନାହାଁନ୍ତି। ହେଲେ ଯେତେବେଳେ ମୋ ବାପା ବିଧାୟକ ଥିଲେ, ସେ ସମୟରେ ସୀମା ବାହାରେ ରହୁଥିବା ମରାଠି ଲୋକଙ୍କ ସ୍ମୃତିରେ ଶପଥ ନେଇଥିଲେ । ଯଦି କର୍ଣ୍ଣାଟକ ସୀମା ମହାରାଷ୍ଟ୍ର ପରିସରରେ ଆସିବ, ତାହାଲେ ମୁଁ ସେହି ସ୍ଥାନର ବିଧାୟକ ହୋଇଯିବି ବୋଲି ମରାଠି ସାହିତ୍ୟ ବୈଠକରେ ଯୋଗ ଦେଇ ଏପରି ମନ୍ତବ୍ୟ ଦେଇଛନ୍ତି ବିଧାୟକ ପାଟିଲ।

Intro:Body:

Rajesh Patil, an NCP MLA statement in Belagavi 

Belagavi : Rajesh Patil, an NCP MLA from Maharashtra's Chandagada constituency, has once again talked about Belagavi-Maharastra Border issue. He was present at the 18th Marathi Literary Conference in Uchagana village of Belgaum Taluk, where he mentioned frontierism.

The previous Maharashtra government did not take any action to settle the border. When my father was MLA, he was sworn in as a memory of Marathi people across the border. If Karnataka's Border in Maharastra I will become the MLA of Belagavi  Rajesh Patil, NCP MLA said. 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.