ETV Bharat / bharat

ନମସ୍ତେ ଟ୍ରମ୍ପ ଇଭେଣ୍ଟ ପାଇଁ ଦେଶ ମୂଲ୍ୟ ଦେଉଛି: କଂଗ୍ରେସ

ଅହମ୍ମଦାବାଦରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟରେ କୋରୋନା ମାମଲା ବଢିବାରେ ଲାଗିଥିବା ନେଇ ବୁଧବାର ଗୁଜୁରାଟ କଂଗ୍ରେସ ମୁଖ୍ୟ ଅମିତ ଚାଭଡା ଅଭିଯୋଗ କରିଥିଲେ । ଏହାପରେ ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ଫେବୃଆରୀ 24ର ଏହି କାର୍ଯ୍ୟକ୍ରମ ପାଇଁ ଦେଶ ମୂଲ୍ୟ ଦେଉଛି ବୋଲି କୁହାଯାଇଛି । ଏନେଇ କଂଗ୍ରେସ ପକ୍ଷରୁ ଟ୍ବିଟରରେ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ...

ନମସ୍ତେ ଟ୍ରମ୍ପ ଇଭେଣ୍ଟ ପାଇଁ ଦେଶ ମୂଲ୍ୟ ଦେଉଛି: କଂଗ୍ରେସ
ନମସ୍ତେ ଟ୍ରମ୍ପ ଇଭେଣ୍ଟ ପାଇଁ ଦେଶ ମୂଲ୍ୟ ଦେଉଛି: କଂଗ୍ରେସ
author img

By

Published : May 8, 2020, 2:29 PM IST

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟରେ କୋରୋନା ମାମଲା ବଢିବାରେ ଲାଗିଥିବା ନେଇ ବୁଧବାର ଗୁଜୁରାଟ କଂଗ୍ରେସ ମୁଖ୍ୟ ଅମିତ ଚାଭଡା ଅଭିଯୋଗ କରିଥିଲେ । ଏହାପରେ ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ଫେବୃଆରୀ 24ର ଏହି କାର୍ଯ୍ୟକ୍ରମ ପାଇଁ ଦେଶ ମୂଲ୍ୟ ଦେଉଛି ବୋଲି କୁହାଯାଇଛି । ଏନେଇ କଂଗ୍ରେସ ପକ୍ଷରୁ ଟ୍ବିଟରରେ ପ୍ରକାଶ କରାଯାଇଛି ।

ନମସ୍ତେ ଟ୍ରମ୍ପ ଇଭେଣ୍ଟ ପାଇଁ ଦେଶ ମୂଲ୍ୟ ଦେଉଛି: କଂଗ୍ରେସ
ନମସ୍ତେ ଟ୍ରମ୍ପ ଇଭେଣ୍ଟ ପାଇଁ ଦେଶ ମୂଲ୍ୟ ଦେଉଛି: କଂଗ୍ରେସ

ଗୁଜୁରାଟ କଂଗ୍ରେସ ପକ୍ଷରୁ ଟ୍ବିଟରରେ କୁହାଯାଇଛି, ‘ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ଅହମ୍ମଦାବାଦ ରାଜ୍ୟର କୋରୋନା ହଟସ୍ପଟ ପାଲଟିଛି ।’ ସହରରେ ଏଥିପାଇଁ 73 ପ୍ରତିଶତ ମୃତ୍ୟୁ ହୋଇଥିବା କଂଗ୍ରେସ ଅଭିଯୋଗ ଆଣିଛି ।

କଂଗ୍ରେସ ପୁଣି କହିଛି ଯେ, ‘ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଯୋଗୁଁ କେବଳ ଗୁଜୁରାଟ ନୁହେଁ ସମଗ୍ର ଦେଶ ଏହାର ମୂଲ୍ୟ ଦେଉଛନ୍ତି ।’ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଅହମ୍ମଦାବାଦ ସବୁଠାରୁ ଅଧିକ ପ୍ରଭାବିତ ସହର ମାନଙ୍କ ମଧ୍ୟରେ ରହିଥିବା ନେଇ ଦଳ ପ୍ରକାଶ କରିଛି ।

ଏହା ସହ କଂଗ୍ରେସ ଏହା ମଧ୍ୟ କହିଛି ଯେ ଗୁଜୁରାଟର ମଡେଲ ଅଫ୍ ଡେଭଲପମେଣ୍ଟ ଏକ ମିଥ୍ୟା ଯାହା କେବଳ ଗୁଜୁରାଟ ରାଜ୍ୟ ନୁହେଁ ସମଗ୍ର ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଦେଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.