ETV Bharat / bharat

ସୋସିଆଲ ମିଡିଆରେ ଭାଇରାଲ JCBର ନାଗିନ ଡ୍ୟାନ୍ସ

JCB କୁ ନେଇ ଭାଇରାଲ ଭିଡିଓ । ନାଗିନ ଗୀତରେ ତାଳ ଦେଇ ନାଚୁଛି JCB ।

author img

By

Published : Jul 14, 2019, 9:58 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ବେଶ କିଛି ଦିନ ହେବ ସୋସିଆଲ ମିଡିଆରେ ‘JCB କି ଖୁଦାଇ’ର ମିମି ଭାଇରାଲ ହୋଇଥିଲା । ୟୁଜର୍ସ JCB କୁ ନେଇ ଅନେକ ମିମି ସେୟାର କରିବା ସହ ଅନେକ ଭିଡିଓ ମଧ୍ୟ କରିଥିଲେ । ୟୁଟ୍ୟୁବ ହେଉ କିମ୍ବା ଟିକଟକ ଏହା ଉପରେ ଅନେକ ଭିଡିଓ ନିର୍ମାଣ ହେବାରେ ଲାଗିଲା । ତେବେ ନିକଟରେ JCB ଉପରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭିଡିଓରେ JCB ନାଗିନ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଗୀତ ସହ ତାଲ ଦେଇ ଡ୍ୟାନ୍ସ କରୁଛି JCB । ଏହି ଭିଡିଓ ଟିକଟକରୁ ଭାଇରାଲ ହୋଇଛି । ଜଣେ ବ୍ୟକ୍ତି ନାଗିନଙ୍କୁ ନଚଉଥିବାର ଦେଖିବାକୁ ମିଳିଛି ଭିଡିଓରେ । ତେବେ ଏହି ଭିଡିଓଟିକୁ ପାଖାପାଖି 40 ହଜାର ଲୋକ ଦେଖିସାରିଲେଣି ।

ପ୍ରକାଶଥାଉକି, ଜଣେ ବ୍ୟକ୍ତି ୟୁଟ୍ୟୁବରେ JCB ବିଷୟରେ ଅନେକ ଭିଡିଓ ଦେଖିବାକୁ ପାଇଥିଲେ । ଏହାପରେ ସେ ଗୋଟେ ହ୍ୟାସଟ୍ୟାଗ ଆରମ୍ଭ କରିଥିଲେ #jcbkikhudai । ଏହାପରେ ଅନେକ ମିମି ସେୟାର ହେବାର ଲାଗିଲା । ଏପିରିକି ଅଭିନେତ୍ରୀ ସନ୍ନି ଲିଓନି ମଧ୍ୟ JCB ସହ ଫଟୋ ଉଠାଇଥିଲେ ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.