ETV Bharat / bharat

ସୁପ୍ରିମକୋର୍ଟରେ ବସିରହିବେ ପୂର୍ବତନ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓ - CBI

ଅଦାଲତ ଅବମାନନା ଅଭିଯୋଗରେ ନାଗେଶ୍ବର ରାଓ ଦୋଷୀ ସାବ୍ୟସ୍ତ। ଲକ୍ଷେ ଟଙ୍କାର ଜରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ। ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦେଶକ ଏମ୍‌.ନାଗେଶ୍ବରଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ଅସ୍ବୀକାର କରିଛନ୍ତି କୋର୍ଟ।

ଫାଇଲ ଫଟୋ
author img

By

Published : Feb 12, 2019, 12:50 PM IST

ନୂଆଦିଲ୍ଲୀ: ମହଙ୍ଗା ପଡିଲା ସୁପ୍ରିମକୋର୍ଟଙ୍କ ଆଇନକୁ ଉଲ୍ଲଂଘନ କରିବା। ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କ 32 ବର୍ଷ ଆଇପିଏସ କ୍ୟାରିଅରରେ ଲାଗିଲା ଦାଗ। ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନକୁ ଉଲ୍ଲଂଘନକୁ କରି ହୋଇଛନ୍ତି ଦଣ୍ଡିତ ।

ନିକଟରେ ବିହାର ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏ. କେ. ଶର୍ମାଙ୍କୁ ବଦଳି କରିଥିଲେ ନାଗେଶ୍ବର ରାଓ। ଏହାପରେ ବଦଳିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏ. କେ ଶର୍ମା। ଯାହାର ଶୁଣାଣି କରି ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ତୁମେ ସୁପ୍ରିମକୋର୍ଟଙ୍କ ରାୟ ସହିତ ଖେଳିଛ। ଭଗବାନ ତୁମକୁ ସହାୟ ହୁଅନ୍ତୁ।

  • CJI Ranjan Gogoi says 'Contempt has been committed. So there will be a mark on his( former interim CBI Director M Nageshwar Rao) career' AG KK Venugopal says 'He has an unblemished track record of 32 years. Please kindly adopt merciful approach as he has tendered apologies' https://t.co/8BlUcL1mxY

    — ANI (@ANI) February 12, 2019 " class="align-text-top noRightClick twitterSection" data=" ">
undefined

ଏହାପରେ ସୁପ୍ରିମକୋର୍ଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହିତ ସତ୍ୟପାଠ ଦାଖଲ କରିଥିଲେ ନାଗେଶ୍ବର ରାଓ। ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଳ କୋର୍ଟରେ କହିଥିଲେ ନାଗେଶ୍ବର ରାଓ ତାଙ୍କୁ ଭୁଲ ପାଇଁ ଅନୁତପ୍ତ। ସେ ଏହି ବଦଳି ନିଜ ବ୍ଯକ୍ତିଗତ ସ୍ବାର୍ଥ ପାଇଁ କରିନଥିବା ଏଜି କହିଛନ୍ତି। ତେଣୁ ତାଙ୍କୁ କ୍ଷମା ଦିଆଯାଉ। ତାଙ୍କ 32 ବର୍ଷ କ୍ୟାରିଅରରେ ସେ କେବେ ଭୁଲ କରି ନାହାନ୍ତି।

ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ନିସର୍ତ୍ତ କ୍ଷମାକୁ ଗ୍ରହଣ କରିନାହାନ୍ତି । ଏହା ତାଙ୍କ କ୍ୟାରିଅରରେ ଦାଗ ବୋଲି କହିଛନ୍ତି। ଏହାସହ ଏକ ଲକ୍ଷ ଟଙ୍କାର ଜରିମାନା ସହିତ ଆଜିର କୋର୍ଟ କାର୍ଯ୍ୟ ଶେଷ ହେବା ଯାଏଁ ବସି ରହିବେ ବୋଲି ଦଣ୍ଡିତ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ।

Intro:Body:

କ୍ଷମା ମାଗିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ବିନା ସର୍ତ୍ତରେ ସୁପ୍ରିମକୋର୍ଟକୁ କ୍ଷମା ମାଗିଲେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ନାଗେଶ୍ବର ରାଓ । ଏ ନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି ନାଗେଶ୍ବର ରାଓ । ବିହାର ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏ. କେ. ଶର୍ମାଙ୍କୁ ନିକଟରେ ବଦଳି କରିଥିଲେ ନାଗେଶ୍ବର ରାଓ । ଏହାପରେ ବଦଳିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଏ. କେ. ଶର୍ମା । ଆଜି କ୍ଷମା ପ୍ରାର୍ଥନା କରିଛନ୍ତି । ଆସନ୍ତାକାଲି କୋର୍ଟ ଏହି ମାମଲାର ତର୍ଜମା କରିବେ ।

ଗତ ସପ୍ତାହରେ ଏହି ମାମଲାର ଶୁଣାଣି କରିଥିଲେ ସିପ୍ରିମକୋର୍ଟ । ଯେଉଁଥିରେ ନାଗେଶ୍ବର ରାଓ ଅଦାଲତ ଅବମାନନା କରିଥିବା ଦର୍ଶାଇଥିଲେ । କହିଥିଲେ, ତୁମେ ସୁପ୍ରିମକୋର୍ଟଙ୍କ ରାୟ ସହିତ ଖେଳିଛ। ଭଗବାନ ତୁମକୁ ସହାୟ ହୁଅନ୍ତି।

2019ରେ ମାତ୍ ଖାଇବେ ମମତା ଆଣ୍ଡ କୋ । କାମ ଦେବନି ସିବିଆଇ ଓ ସେଭ ଡେମୋକ୍ରାସିର ନାରା । ଜଲଓ୍ବା ଦେଖାଇବ 'ଫିର୍ ଏକ ବାର ମୋଦି ସରକାର'ର ନାରା । ଏଭଳି ଆକଳନ କରିଛନ୍ତି 2014 ନିର୍ବାଚନ ବେଳ ବିଜେପିର ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋର  । ମହାମେଣ୍ଟରେ ସାମିଲ ହୋଇଥିବା ଦଳ ପାଇଁ ଏହି ଆକଳନ କଡା ହେଲେ ମଧ୍ୟ ସତ ହେବ ବୋଲି ଦୃଢ ଭାବରେ ଆକଳନ କରିଛନ୍ତି ପ୍ରଶାନ୍ତ କିଶୋର । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.