ETV Bharat / bharat

ହସ୍ପିଟାଲରେ ଭର୍ତ୍ତିହେଲେ ମୁଲାୟମ ସିଂ ଯାଦବ

ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ହସ୍ପିଟାଲରେ ଭର୍ତ୍ତିହେଲେ । ଶରୀରରେ ବ୍ଲଡ଼ ସୁଗାର ଲେବଲ ବଢ଼ିଯାଇଥିବା ନେଇ ସୂଚନା ।

ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Jun 9, 2019, 11:34 PM IST

ଲକ୍ଷ୍ନୌ: ସମାଜପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କୁ ସ୍ଥାନୀୟ ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସେସରେ ଭର୍ତ୍ତି କରାଯାଇଛି । ଶରୀରରେ ବ୍ଲଡ଼ ସୁଗାର ଲେବଲ ବଢିବା କାରଣରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ଅଣାଯାଇଛି ।

  • Lucknow: SP leader Mulayam Singh Yadav was admitted to Ram Manohar Lohia Institute of Medical Sciences due to high levels of blood sugar, today. All his reports are normal. (File pic) pic.twitter.com/z0Hg2lpbTO

    — ANI UP (@ANINewsUP) June 9, 2019 " class="align-text-top noRightClick twitterSection" data=" ">

ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମୁଲାୟମଙ୍କୁ ବର୍ତ୍ତମାନ 79 ବର୍ଷ ବୟସ । ତେବେ ବୟସାଧିକ କାରଣରୁ ତାଙ୍କର ସ୍ବାସ୍ଥାବସ୍ଥା ଠିକ ରହୁନାହିଁ । ଆଶା କରାଯାଉଥିଲା କି ସେ ଚଳିତ ଲୋକସଭା ନିର୍ବାଚନ ଲଢ଼ିବେନାହିଁ । ତେବେ ସେ ଉତ୍ତର ପ୍ରଦେଶର ମେନପୁରୀ ସଂସଦୀୟ କ୍ଷେତ୍ରରୁ ପୁଣିଥରେ ସାଇକେଲ ଚିହ୍ନରେ ନିର୍ବାଚିତ ହୋଇଛନ୍ତି । ତେବେ ଡାକ୍ତରଙ୍କ ସୂଚନା ମୁତାବକ ତାଙ୍କର ସମସ୍ତ ରିପୋର୍ଟ ଠିକ ଅଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.