ETV Bharat / bharat

ଯୁବକଙ୍କ ମଧ୍ୟରେ ଅଧିକ ପରିଲିକ୍ଷିତ ହୁଏ ‘Colorectal Cancer’

50 ବର୍ଷରୁ କମ୍ ଯୁବକଙ୍କ ମଧ୍ୟରେ କୋଲୋରେକ୍ଟାଲ (colorectal) କ୍ୟାନ୍ସରର ମାତ୍ରା ଅଧିକ ଦେଖିବାକୁ ମିଳେ । ଏହାର କାରଣ ଜଣାପଡି ଥିବାବେଳେ ନିରାକରଣ ବିଷୟରେ ଏଯାଏଁ ଜଣାପଡି ନାହିଁ । 2004ରୁ 2015 ମଧ୍ୟରେ ପ୍ରାୟ 70 ପ୍ରତିଶତରୁ ଅଧିକ 50 ବର୍ଷରୁ କମ୍ ଯୁବକ କ୍ୟାନସରରେ ପୀଡିତ ଅଛନ୍ତି ।

author img

By

Published : Jul 25, 2019, 3:27 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଆମେରିକାରେ 1970 ପରଠାରୁ 50 ବର୍ଷରୁ କମ୍ ଯୁବକଙ୍କ ମଧ୍ୟରେ କୋଲୋରେକ୍ଟାଲ(colorectal) କ୍ୟାନସରର ମାତ୍ରା ଅଧିକ ଦେଖିବାକୁ ମିଳେ । ଆମେରିକାର ଏକ ପତ୍ରିକା CANCERରେ ଏହି ବିଷୟରେ ପ୍ରକାଶିତ କରାଯାଇଛି । ଆମେରିକାର କ୍ୟାନସର ସୋସାଇଟି ଏହାକୁ ନେଇ ରିସର୍ଚ୍ଚ କରି 50 ବର୍ଷରୁ କମ୍ ଯୁବକଙ୍କ ମଧ୍ୟରେ ଦେଖାଯାଉଥିବା ରୋଗକୁ ଚିହ୍ନଟ କରିଥିଲା । ଅଷ୍ଟିନର ଟେକ୍ସାସ ୟୁନିଭର୍ସିଟି, National cancer database registryର ଡାଟାକୁ ଆଧାର କରି ରିସର୍ଚ୍ଚ କରିଥିଲା । 2004ରୁ 2015 ମଧ୍ୟରେ ପ୍ରାୟ 70 ପ୍ରତିଶତ ଅଧିକ 50 ବର୍ଷରୁ କମ୍ ଯୁବକ କ୍ୟାନସରରେ ପୀଡିତ ଅଛନ୍ତି । 2015 ସୁଦ୍ଧା 1 ଲକ୍ଷ 3 ହଜାର ଯୁବକ କୋଲୋରେକ୍ଟାଲ କ୍ୟାନସରରେ ପୀଡିତ ।

ସମସ୍ତ କ୍ୟାନସର ରୋଗୀଙ୍କ ମଧ୍ୟରୁ ମାତ୍ର 12.2 ପ୍ରତିଶତ ରୋଗୀଙ୍କୁ ସୁସ୍ଥ କରାଯାଇ ପାରିଛି । ତେବେ 2004ରେ ଏହା ମାତ୍ର 10 ପ୍ରତିଶତ ଥିଲା । 11 ବର୍ଷ ମଧ୍ୟରେ କେବଳ 2 ପ୍ରତିଶତ ବୃଦ୍ଧି ଏକ ନୈରାଶ୍ୟଜନକ ବିଷୟ । ତେବେ ଏହି ରୋଗ ସାଧାରଣତଃ ଆଫ୍ରିକୀୟ ଆମେରିକାନ ଓ ହିସପୈନିକ ଜନସଂଖ୍ୟାକୁ ଆକ୍ରାନ୍ତ କରେ । ମାତ୍ର ଅଣହିସପୈନିକ ଜନସଂଖ୍ୟାଙ୍କୁ ଏହା ଏତେ ଆକ୍ରାନ୍ତ କରିପାରିନାହିଁ । ତେବେ ପ୍ରାୟ 51.6 ପ୍ରତିଶତ ଯୁବକ କ୍ୟାନସରରେ ଆକ୍ରମଣ ହେବା ବହୁତ ବିଳମ୍ବରେ ଜାଣିପାରନ୍ତି ।

ଅଣହିସପୈନିକ ଆମେରିକୀୟଙ୍କ ମଧ୍ୟରେ କ୍ୟାନସରର ମାତ୍ରା କମ୍ ଥାଏ, ତେଣୁ ସେମାନଙ୍କ ଚିକିତ୍ସା ଠିକ୍ ସମୟରେ ହୋଇପାରେ । ଯେଉଁମାନଙ୍କ ଆର୍ଥୀକ ରୂପେ ସୁଦୃଢ ସେମାନେ ଠିକ୍ ସମୟରେ ଅର୍ଥ ଖର୍ଚ୍ଚ କରି କ୍ୟାନସରରୁ ମୁକ୍ତି ପାଇପାରୁଛନ୍ତି । ତେଣୁ କ୍ୟାନସର ଅନୁପାତକୁ ଅର୍ଥ କେତେକାଂଶରେ ପ୍ରଭାବିତ କରିଥାଏ । ଏପରିକି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳର ଯୁବକ ମାନେ ଶୀଘ୍ର ସୁସ୍ଥ ହୋଇପାରନ୍ତି କାରଣ ସହରରେ ଥିବା ଆଧୁନିକ ସ୍ବାସ୍ଥ୍ୟବ୍ୟବସ୍ଥା ସେମାନଙ୍କୁ ସହାୟତା କରେ ।

କ୍ୟାନସରର ଅନୁପାତ ବିଷୟରେ ଜଣାପଡିଥିବା ବେଳେ ରୋଗର ନିରାକରଣ ବିଷୟରେ ଜଣାପଡି ନାହିଁ । କିନ୍ତୁ ରୋଗର କାରଣ ବିଷୟରେ ରିସର୍ଚ୍ଚ ଜରିଆରେ ସାମ୍ନାକୁ ଆସିଛି । ଅତ୍ୟଧିକ ଓଜନ ବୃଦ୍ଧି ସହ ଗ୍ୟାଷ୍ଟ୍ରିକ କ୍ୟାନସରର କାରଣ । ତେବେ କୋଲୋରେକ୍ଟାଲ କ୍ୟାନସରର ଜଟିଳତାକୁ ଧ୍ୟାନରେ ରଖି ଆମେରିକା କ୍ୟାନସର ସୋସାଇଟି ଡାକ୍ତରଖାନାକୁ ଆସୁଥିବା 45 ବର୍ଷିୟ କିମ୍ବା ଅଧିକ ବର୍ଷିୟ ରୋଗୀଙ୍କର ନିୟମିତ ରୂପରେ ଯାଞ୍ଚ କରିବାକୁ ପରାମର୍ଶ ଦେଇଛି । colonoscopy, immunochemical ଓ fecal occult blood tests ଜରିଆରେ ନିୟମିତ ପରୀକ୍ଷା କରାଯିବା ଜରୁରୀ ବୋଲି ମତ ରଖିଛି ଆମେରିକା କ୍ୟାନସର ସୋସାଇଟି ।

Intro:Body:

testing 456

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.