ETV Bharat / bharat

ଜନ୍ମଦିନରେ କେସିଆରଙ୍କୁ ମୋଦିଙ୍କ ଶୁଭେଚ୍ଛା - ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ 66ତମ ଜନ୍ମ ଦିନ ଅବସରରେ ମୋଦିଙ୍କ ଶୁଭେଚ୍ଛା । ଟ୍ବିଟ କରି ଦେଲେ ଶୁଭେଚ୍ଛା । ଅଧିକ ପଢନ୍ତୁ...

modi wished on telengana cm kcr birthday
ଫାଇଲ ଫଟୋ
author img

By

Published : Feb 17, 2020, 9:26 PM IST

ହାଇଦ୍ରାବାଦ: ଆଜି (ସୋମବାର) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ 66ତମ ଜନ୍ମ ଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ତେଲେଙ୍ଗାନା ସିଏମ କେସିଆର ଗାରୁଙ୍କ ଜନ୍ମ ଦିନରେ ତାଙ୍କର ଦୀର୍ଘାୟୁ ସହ ସୁସ୍ଥତା କାମନା କରୁଛି ବୋଲି ମୋଦି ଟ୍ବିଟ କରିଛନ୍ତି ।

ktr wished on telengana cm kcr birthday
ଜନ୍ମଦିନରେ କେସିଆରଙ୍କୁ ଶୁଭେଚ୍ଛା

ଏହାସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ମଧ୍ୟ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ସେ କେସିଆରଙ୍କୁ ଦେଇଛନ୍ତି ଶୁଭେଚ୍ଛା । ଏହାସହ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ଆଇଟି ମନ୍ତ୍ରୀ କେଟି ରାମା ରାଓ ମଧ୍ୟ ଟ୍ବିଟ ମାଧ୍ୟମରେ ଶୁଭେଚ୍ଛା ଦେଇଛନ୍ତି । କେସିଆରଙ୍କ ପୁଅ ବୋଲି ସେ ନିଜକୁ ଗର୍ବିତ ମନେ କରନ୍ତି ବୋଲି ଟ୍ବିଟରେ ଲେଖିଛନ୍ତି । ଏଥିସହ ଅନ୍ୟରାଜ୍ୟର ମନ୍ତ୍ରୀମାନେ ମଧ୍ୟ ଟ୍ବିଟ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.