ETV Bharat / bharat

'ଜୟ ଶ୍ରୀରାମ କହିଲେ ଜେଲଦଣ୍ଡ ଦେଉଛନ୍ତି ଦିଦି' - kolkatta

ଜୟ ଶ୍ରୀରାମ କହିଲେ ଜେଲରେ ପୁରାଉଛନ୍ତି ଦିଦି । ଆଜି ତାଙ୍କୁ ଭଗବାନଙ୍କ ନାମ ମଧ୍ୟ ଆଘାତ ଦେଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି କିଛି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫାଇଲ ଫଟୋ
author img

By

Published : May 6, 2019, 9:57 PM IST

କୋଲକାତା: ଜୟ ଶ୍ରୀରାମ କହିଲେ ଜେଲରେ ପୁରାଉଛନ୍ତି ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି କିଛି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନର ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ପ୍ରଚାର ଜାରି ରହିଥିବା ବେଳେ ଆଜି ପଶ୍ଚିମବଙ୍ଗର ତମଲୁକରେ ଏକ ଜନସଭାକୁ ସମ୍ବୋଧିତ କରି ସେ ଦିଦିଙ୍କ ଉପରେ ବର୍ଷିଛନ୍ତି ।

ସୂଚନା ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ କିଛି ଲୋକ ମମତା ବାନାର୍ଜୀଙ୍କ ଆଗରେ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଯାହା ମମତାଙ୍କୁ ଭଲ ଲାଗି ନଥିଲା । ଜୟ ଶ୍ରୀରାମ କହିଥିବା ଲୋକଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.