ETV Bharat / bharat

ଭାରତରେ ସବୁ ଭଲ ଅଛି...

author img

By

Published : Sep 23, 2019, 1:40 AM IST

Updated : Sep 23, 2019, 6:00 AM IST

‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ହାଓଡି ମୋଦିର ଜବାବ ଦେଇ ସବୁ ଭଲ ଅଛି ବୋଲି ଓଡିଆ ଭାଷାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫଟୋ ସୌଜନ୍ୟ: ଏଏନଆଇ

ୱାସିଂଟନ: ଆମେରିକାରେ ଶୁଭିଲା ଓଡିଆ ଭାଷା । ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ହାଓଡି ମୋଦିର ଜବାବ ଦେଇ ସବୁ ଭଲ ଅଛି ବୋଲି ଓଡିଆ ଭାଷାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭିଡିଓ ସୌଜନ୍ୟ: ଏଏନଆଇ

ହାଉଡି ମୋଦିର ଅର୍ଥ ହେଉଛି ମୋଦି କିପରି ଅଛ ? କିନ୍ତୁ ମୋଦି ୧୩୦ କୋଟି ଜନତାଙ୍କ ପ୍ରତିନିଧି । ତେଣୁ ହାଉଡି ମୋଦିର ଉତ୍ତର ଓଡ଼ିଆ, ହିନ୍ଦୀ ଏବଂ ଗୁଜୁରାଟି ସମେତ ବିଭିନ୍ନ ଭାରତୀୟ ଭାଷାରେ ଦେଇ ଭାରତରେ ସବୁ ଭଲ ଅଛି ବୋଲି କହିଛନ୍ତି ।

ଏହା ସହିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ମଧ୍ୟ ପରିବେଷଣ ହୋଇଥିଲା । ଭାରତନାଟ୍ୟମ୍ ଏବଂ ଅନ୍ୟ ଭାରତୀୟ ସହିତ ଏହି ନୃତ୍ୟ ମଧ୍ୟ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲା ।

ରବିବାର ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଲୋକଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ଏହି ଦୁଇ ନେତା ୫୦ ହଜାର ଭାରତୀୟ-ଆମେରିକୀୟଙ୍କ ସାମ୍ନାରେ ଅଭିଭାଷଣ ରଖିଛନ୍ତି । ସେଠାରେ ଉପସ୍ଥିତ ଲୋକ ମଧ୍ୟ ମୋଦିଙ୍କର ଭବ୍ୟ ସ୍ବାଗତ କରିଛନ୍ତି ।

Intro:Body:

zdgdg

Conclusion:
Last Updated : Sep 23, 2019, 6:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.