ETV Bharat / bharat

କୁମ୍ଭମେଳାର ସଫେଇ କର୍ମଚାରୀଙ୍କୁ ମୋଦି ଦେଲେ 21 ଲକ୍ଷ - pm of India

"ସ୍ବଚ୍ଛ କୁମ୍ଭ ସ୍ବଚ୍ଛ ଆଭାର" କାର୍ଯ୍ୟକ୍ରମ ଅଧୀନରେ ମେଳାକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ପାଇଁ 18,000 ସଫେଇ କର୍ମଚାରୀ ନିୟୋଜିତ ହୋଇଥିଲେ । ଏମାନଙ୍କୁ ମୋଦି ସମ୍ମାନ କରିବା ସହ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ।

ଫାଇଲ ଫଟୋ
author img

By

Published : Mar 6, 2019, 12:34 PM IST

ପ୍ରୟାଗରାଜ: ତାଙ୍କ ପାଇଁ ଧନୀ-ଗରିବ ଓ ଉଚ୍ଚ-ନୀଚ୍ଚ ମଧ୍ୟରେ ଫରକ ନାହିଁ । ପୁଣିଥରେ ସେ ନିଜ ମହାନତାର ପ୍ରମାଣ ଦେଇଛନ୍ତି । ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାହାଣୀ । କୁମ୍ଭମେଳାର ସଫେଇ କର୍ମଚାରୀଙ୍କୁ ସେ ନିଜ ବ୍ୟକ୍ତିଗତ ଜମାଖାତାରୁ 21 ଲକ୍ଷ ଟଙ୍କା ଦାନ କରିଛନ୍ତି ।

ରିପୋର୍ଟ ଅନୁସାରେ ନିଜ ବ୍ୟକ୍ତିଗତ ସେଭିଙ୍ଗସ ଆକାଉଣ୍ଟରୁ ମୋଦି କୁମ୍ଭ ସଫେଇ କର୍ମଚାରୀ କର୍ପସ ଫଣ୍ଡକୁ 21 ଲକ୍ଷ ଟଙ୍କା ଦେଇଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ ମୋଦି ସଫେଇ କର୍ମଚାରୀଙ୍କ ପାଇଁ କିଛି କରିଛନ୍ତି । ପୂର୍ବରୁ ସେ ଏହି କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କ ପାଦ ଧୋଇ ଚର୍ଚ୍ଚାର ପରିସରକୁ ଆସିଥିଲେ ।

  • Prime Minister Narendra Modi donated Rs. 21 lakhs from his personal saving account to Kumbh Safai Karamchari Corpus Fund pic.twitter.com/XFWoyEb8n6

    — ANI (@ANI) March 6, 2019 " class="align-text-top noRightClick twitterSection" data=" ">

"ସ୍ବଚ୍ଛ କୁମ୍ଭ ସ୍ବଚ୍ଛ ଆଭାର" କାର୍ଯ୍ୟକ୍ରମ ଅଧୀନରେ ମୋଦି ଏହି କାର୍ଯ୍ୟ କରିଥିଲେ । କୁମ୍ଭମେଳାରେ କାମ କରୁଥିବା ହଜାର ହଜାର ସଫେଇ କର୍ମଚାରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ମେଳାକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ପାଇଁ 18,000 ସଫେଇ କର୍ମଚାରୀ ନିୟୋଜିତ ହୋଇଥିଲେ । ଏମାନଙ୍କୁ ମୋଦି ସମ୍ମାନ କରିବା ସହ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ।

ଏହି ଅବସରରେ ନିକଟରେ ସେ 5 ଜଣ ସଫେଇ କର୍ମଚାରୀଙ୍କ ପାଦ ଧୋଇଥିଲେ । ନିଜ ହାତରେ ସେମାନଙ୍କ ପାଦ ଧୋଇ ସେ ପୋଛିଥିଲେ । ଏହାପରେ ସେମାନଙ୍କ ସହ କଥା ହୋଇ କାମର ପ୍ରଶଂସା କରିଥିଲେ ।

ରାଉରକେଲା- ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ସହରର ବିଭିନ୍ନ ସ୍ଥାନରେ ଜନ୍ମ ଦିନ ପାଳନ କରାଯାଇଛି। ଏହି ଅବସରରେ ରଘୁନାଥ ପଲ୍ଲୀ ବିଜେଡି ବିଧାୟକ ଏବଂ ବିଜେଡି କର୍ମକାର୍ତ୍ତାଙ୍କ ଦ୍ୱାରା ସେକ୍ଟର 2 ରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରାଯାଇଥିଲା। ବିଜେଡିର କର୍ମୀ ମାନେ ଘର ଘର ଯାଇ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବୁଝେଇବେ ବୋଲି ଶପଥ ନେଇଥିଲେ। ଆଜି ବିଜୁ ପଟନାୟକ ଙ୍କୁ ମନେ ପକାଇ ଇସ୍ପାତ ଷ୍ଟାଡିଅମ ନିକଟରୁ ଏକ ଗାଁ ଦୌଡ଼ ର ମଧ ଆୟୋଜନ କର ଯାଇ ଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.