ETV Bharat / bharat

ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ 49ତମ ଜନ୍ମଦିବସର ଶୁଭେଚ୍ଛା ଜଣାଇଛନ୍ତି ।

author img

By

Published : Jun 19, 2019, 9:37 AM IST

Updated : Jun 19, 2019, 9:43 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଟ୍ବିଟ ଜରିୟାରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି। ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ 49ତମ ଜନ୍ମଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି,‘‘ ମୁଁ ତୁମର ଉତ୍ତମ ସ୍ବାସ୍ଥ୍ୟ ସହ ଦୀର୍ଘାୟୁ କାମନା କରୁଛି ।"

ଏଥିସହ ରାହୁଲ ଗାନ୍ଧୀଙ୍କୁ ବିଭିନ୍ନ ନେତାଙ୍କ ଠାରୁ ଆରମ୍ଭ କରି ତାଙ୍କର ପ୍ରଶଂସକମାନେ ଜନ୍ମଦିନର ଶୁଭକାମନା ଦେଇଛନ୍ତି । ଯାହା ଦ୍ବାରା ସୋସିଆଲ ମିଡିଆରେ # ଆଇ ଆମ୍ ରାହୁଲ ଗାନ୍ଧୀ ଏବଂ #ହାପି ବାର୍ଥଡେ ରାହୁଲ ଗାନ୍ଧୀ ଟ୍ରେଣ୍ଡିଙ୍ଗର ବିଷୟ ପାଲଟିଛି ।

Intro:Body:Conclusion:
Last Updated : Jun 19, 2019, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.