ETV Bharat / bharat

ତେଲେଙ୍ଗାନାରେ ପୁଣି ଲଜ୍ଜା! - minor girl gangrape

ତେଲେଙ୍ଗାନାରେ ପୁଣି ଲଜ୍ଜା ! ରାଜ୍ୟର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଜଣେ ନାବାଳିକକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

minor-girl-complains-of-gangrape
ପ୍ରତିକାତ୍ମକ ଫଟୋ
author img

By

Published : Jan 24, 2020, 10:28 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ପୁଣି ଲଜ୍ଜା ! ରାଜ୍ୟର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଜଣେ ନାବାଳିକକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଏକଲା ଦିଆଯାଇଛି। ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି।

ଏକ କାର ଯୋଗେ ନାବାଳିକାଙ୍କୁ ଅମିନପୁର ଅଞ୍ଚଳକୁ ନିଆଯାଇ ସେଠାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ସାଙ୍ଗାରେଡ୍ଡୀ ଏସପି କହିଛନ୍ତି ଯେ, ଡାକ୍ତରୀମାଇନା ରିପୋର୍ଟରେ ଗଣଦୁଷ୍କର୍ମ କରା ଯାଇଥିବାର କୈଣସି ପ୍ରମାଣ ନାହିଁ। ହେଲେ ପୋଲିସ ଏ ଘଟଣାରେ ପୀଡିତାଙ୍କୁ ପଚରାଉଚରା କରୁଛି।

ପୀଡିତାଙ୍କ କହିବା ଅନୁସାରେ, ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ ହୋଇଥିଲା। ହେଲେ, କିଛି ସ୍ଥାନୀୟ ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ପୋକ୍ସ ଆଇନରେ ମାମଲା ରୁଜୁ କରିବା ସହ ପୋଲିସ ଏ ଘଟଣାର ତଦନ୍ତ କରୁଛି।

ZCZC
PRI ESPL NAT
.HYDERABAD MES13
TL-RAPE-GIRL
Minor girl complains of gangrape in T'gana; 'retracts' charge
after medical test
Sangareddy(Telangana), Jan 23 (PTI) A 16-year-old girl
complained that she was raped by four unidentified people here
on Thursday, but allegedly retracted her statement after
preliminary medical examination ruled out sexual assault,
police said.
A case has been registered based on the complaint and a
thorough probe would be carried out as the girl was now
denying the allegations, they said.
The girl and her parents lodged a complaint with the
police alleging that she was taken in a car to an isolated
place in Ameenpur area by the suspects and raped.
Superintendent of Police of Sangareddy district, S
Chandrashekar Reddy told reporters here that following the
complaint the girl was referred to a government hospital for
medical examination.
However, preliminary medical reports showed no evidence
of rape.
A police team also questioned her during which she denied
having been raped, he said.
The girl said the accused tried to rape her but fled the
spot after noticing some passers-by, he added.
Based on the complaint, a case of rape has been
registered under relevant sections of IPC and POCSO Act. PTI
COR VVK
ROH
ROH
01232222
NNNN
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.