ETV Bharat / bharat

'ପାକିସ୍ତାନ ଚାଲିଯାଅ' ମନ୍ତବ୍ୟ: ଏସପିଙ୍କ ବିରୋଧରେ ନକବୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି

ଏସପିଙ୍କ ବିରୋଧରେ ନକଭୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି । ବିକ୍ଷୋଭକାରୀଙ୍କୁ ପାକିସ୍ତାନ ଚାଲିଯିବାକୁ ମନ୍ତବ୍ୟ ଦେଇ ଫସିଛନ୍ତି ମିରଟର ଏସପି ।

'Go back pakistan'
ଏସପିଙ୍କ ବିରୋଧରେ ନକବୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି
author img

By

Published : Dec 29, 2019, 2:44 PM IST

ମୁମ୍ବାଇ: ଉତ୍ତରପ୍ରଦେଶର ମିରଟରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ଏସପିଙ୍କ 'ପାକିସ୍ତାନ ଚାଲିଯାଅ' ମନ୍ତବ୍ୟ । ଏସପି ଅଖିଳେଶ ନାରାୟଣଙ୍କ ଏପରି ମନ୍ତବ୍ୟକୁ ନା ପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀ। ଏହାସହ ଏସପିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି । ସେପଟେ, ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ଯାଇ, ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ ନକବୀ ।

ସିଏଏକୁ ବିରୋଧ କରି ଉତ୍ତରପ୍ରଦେଶର ଜୋରଦାର ବିରୋଧ କରାଯାଉଛି । ଗତ 20 ତାରିଖରେ ଏହି ପ୍ରତିବାଦକୁ ରୋକିବାକୁ ସ୍ଥିତି ସମୀକ୍ଷା କରିଥିଲେ ଏସପି । ଏହି ସମୟରେ ହିଂସା ଓ ଆନ୍ଦୋଳନ କରୁଥିବା ପ୍ରଦର୍ଶନକାରୀଙ୍କୁ ଏସପି ତାଗିଦ କରି କହିଥିଲେ, 'କୁଆଡେ ଯିବ, ମୁଁ ତୁମ ମାନଙ୍କୁ ଠିକ କରିଦେବି' । ଆଉ ନାଲି କଳା ପଟ୍ଟି ପିନ୍ଧିଥିବା ଲୋକଙ୍କୁ କହିଦିଅ, ସେମାନେ ପାକିସ୍ତାନ ଚାଲିଯାଆନ୍ତୁ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଏସପିଙ୍କୁ ବହୁ ସମାଲୋଚନା ଶିକାର ହେବାକୁ ପଡିଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.