ETV Bharat / bharat

କେଜ୍ରିଓ୍ବାଲଙ୍କ ପ୍ରଚାରରେ ଗୁଜୁରାଟର ଏମବିଏ ଚା' ବିକାଳି - MBA chai wala campaign in delhi

ଆମ ଆଦମୀ ପାର୍ଟି ମୁଖ୍ୟାଳୟ ସାମ୍ନାରେ ଜଣେ ଏମବିଏ ଡିଗ୍ରୀଧାରୀ ଖୋଲିଛନ୍ତି ଚା' ଦୋକାନ । କେଜ୍ରିଓ୍ବାଲଙ୍କ ଯୋଜନାର ପ୍ରଚାର ମଧ୍ୟ କରୁଛନ୍ତି ଏହି ଚା' ବିକାଳି । ଅଧିକ ପଢନ୍ତୁ...

କେଜ୍ରିଓ୍ବାଲଙ୍କ ପ୍ରଚାରରେ MBA ଚା' ବିକାଳି
କେଜ୍ରିଓ୍ବାଲଙ୍କ ପ୍ରଚାରରେ MBA ଚା' ବିକାଳି
author img

By

Published : Jan 23, 2020, 8:13 PM IST

ନୂଆଦିଲ୍ଲୀ: ଜଣେ ଚା' ବିକାଳିରୁ ଜୀବନ ଆରମ୍ଭ କରିଥିବା ଗୁଜୁରାଟର ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଧାନମନ୍ତ୍ରୀ । 2014ରେ ବିଜେପିର 'ଚାଏ ପେ ଚର୍ଚ୍ଚା' ଦଳକୁ ପ୍ରଚଣ୍ଡ ବହୁମତ ଦେବାରେ ସାହାଯ୍ୟ କରିଥିଲା । ଆଉ ଏବେ ଏହି ଚା'ର ରାଜନୀତି ଦିଲ୍ଲୀର ଆମ ଆଦମୀ ପାର୍ଟି ସହ ବି ଯୋଡି ହୋଇଯାଇଛି । ଆପ ମୁଖ୍ୟାଳୟ ସାମ୍ନାରେ ଏକ ଏମବିଏ ଡିଗ୍ରୀଧାରୀ ଖୋଲିଛନ୍ତି ଚା' ଦୋକାନ । ସେ କେବଳ ମାଗଣାରେ ଚା' ବିକ୍ରି କରୁନାହାନ୍ତି ବରଂ କେଜ୍ରିଓ୍ବାଲଙ୍କ ଯୋଜନାର ପ୍ରଚାର ମଧ୍ୟ କରୁଛନ୍ତି ।

କେଜ୍ରିଓ୍ବାଲଙ୍କ ପ୍ରଚାରରେ MBA ଚା' ବିକାଳି

ଦିଲ୍ଲୀର ଆମ ଆଦମୀ ପାର୍ଟି ମୁଖ୍ୟାଳୟ ସାମ୍ନାରେ ଏକ ଚା' ଷ୍ଟଲ ଖୋଲାଯାଇଛି । ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏଠାରୁ ଚା' ପିଇ ଷ୍ଟଲର ଉଦଘାଟନ କରିଛନ୍ତି । ଏହି ଷ୍ଟଲ ଚା'ର ଅନ୍ୟ ଷ୍ଟଲଗୁଡିକ ତୁଳନାରେ ଟିକିଏ ଭିନ୍ନ ।

ଚା' ଜରିଆରେ ନିର୍ବାଚନ ପ୍ରଚାର

ଏହି ଚା' ଷ୍ଟଲରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପୋଷ୍ଟର । ଏହାସହ ଦିଲ୍ଲୀ ସରକାରଙ୍କ ବିଭିନ୍ନ ଯୋଜନା ସହ ଜଡିତ ପୋଷ୍ଟର ମଧ୍ୟ ଦୋକାନରେ ଦେଖିବାକୁ ମିଳିଛି । ଷ୍ଟଲ କରିଥିବା ଯୁବକ ଜଣକ ଗୁଜୁରାଟରୁ ଆସିଥିବା ଜଣା ପଡିଛି ।

ଏମବିଏ ଚା' ବିକାଳି ନାଁରେ ପରିଚିତ

ଚା' ଷ୍ଟଲ କରିଥିବା ଯୁବକ ପ୍ରଫୁଲ ଏମବିଏ ଚା' ବିକାଳି ନାଁରେ ପରିଚିତ । ଚା' ଗୋଟିଏ ମାଧ୍ୟମ, ଯାହାଦ୍ବାରା ଲୋକେ ପ୍ରଭାବିତ ହୋଇଥାନ୍ତି ବୋଲି କହିଛନ୍ତି ପ୍ରଫୁଲ । ସେ ଷ୍ଟଲରେ ଲୋକଙ୍କୁ ମାଗଣାରେ ଚା' ପିଆଉଛନ୍ତି ।

10 ଲକ୍ଷ କପ ଚା' ବିକ୍ରି ସରିଲାଣି

ପ୍ରଫୁଲ ବର୍ତ୍ତମାନ ପର୍ଯ୍ୟନ୍ତ 10 ଲକ୍ଷ କପ ଚା' ପିଆଇସାରିଥିବା ସୂଚନା ଦେଇଛନ୍ତି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚା'ଷ୍ଟଲ ଲଗାଇବାକୁ ଯାଆନ୍ତି ପ୍ରଫୁଲ । ଏବେ ସେ ଦିଲ୍ଲୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପ୍ରଚାର କରିବେ । ପ୍ରଧାନମନ୍ତ୍ରୀ ମୋଦି ବି ଡାକିଲେ ସେ ତାଙ୍କ ପାଇଁ ପ୍ରଚାର କରିବେ ବୋଲି ପ୍ରଫୁଲ କହିଛନ୍ତି ।

Intro:चाय की सियासत से भी अब आम आदमी पार्टी भी जुड़ गई है. आम आदमी पार्टी मुख्यालय में एक एमबीए चायवाला न सिर्फ फ्री चाय पिला रहा है, बल्कि अरविंद केजरीवाल की योजनाओं का प्रचार भी कर रहा है.

Body:नई दिल्ली: आम आदमी पार्टी मुख्यालय में चाय का एक स्टॉल खुला है. पार्टी के राज्यसभा सांसद संजय सिंह ने चाय की चुस्की के साथ इस स्टॉल का उद्घाटन किया. यह स्टॉल चाय के अन्य स्टॉल्स से कुछ अलग है.

चाय के जरिए चुनावी प्रचार

इस चाय के स्टॉल पर चाय तो बनती दिख रही है, लोग भी चाय पीते दिख रहे हैं, लेकिन स्टॉल पर जो तस्वीरें लगी हैं, वो आम आदमी पार्टी, अरविंद केजरीवाल और केजरीवाल सरकार की योजनाओं से जुड़ी हैं. स्टॉल लगाने वाला युवक गुजरात से चलकर अरविंद केजरीवाल के लिए इस चाय स्टॉल के जरिए प्रचार करने दिल्ली आया है.

केजरीवाल के कार्यों से प्रभावित

स्टॉल के बारे में जानकारी लेने और इसके पीछे का उद्देश्य जानने के लिए ईटीवी भारत ने इसे लगाने वाले से बातचीत की. उन्होंने बताया कि उनका नाम प्रफुल्ल बिल्लोर है, अहमदाबाद से चलकर यहां आए हैं और व्यक्तिगत रूप से केजरीवाल सरकार के कामों से प्रभावित हैं. प्रफुल्ल ने बताया कि शिक्षा, सड़क, सुरक्षा, सीसीटीवी आदि क्षेत्रों में अरविंद केजरीवाल ने जो काम किया है, उससे वे प्रभावित हैं और अब उनके लिए कुछ करना चाहते हैं.

एमबीए चाय वाले के रूप में पहचान

प्रफुल्ल ने बताया कि वे चाय बनाते हैं और एमबीए चाय वाले के रूप में दुनिया भर में उनकी पहचान है और इसीलिए अपने चाय के स्टॉल के सहारे यहां तक पहुंच गए हैं. उन्होंने कहा कि चाय वह माध्यम है, जिससे लोग प्रभावित होते हैं और हमारी बात सुनते हैं. उन्होंने यह भी कहा कि वे फ्री ऑफ कॉस्ट चाय पिला रहे हैं.

संजय सिंह ने किया उद्घाटन

प्रफुल्ल बिल्लोर का का उद्देश्य है कि वे दिल्ली के दो करोड़ लोगों में से ज्यादा से ज्यादा तक पहुंच सकें और उन्हें चाय पिलाते हुए केजरीवाल सरकार की योजनाओं का प्रचार कर सकें. आज आम आदमी पार्टी मुख्यालय में पार्टी के राज्यसभा सांसद संजय सिंह ने उनकी चाय की चुस्की ली और इस तरह से आज इस एमबीए चाय वाले के स्टॉल का उद्घाटन हुआ.

Conclusion:10 लाख कप चाय पिला चुके हैं

अपने इस काम के बारे में और जानकरी देते हुए प्रफुल्ल ने बताया कि वे अब तक 10 लाख कप चाय लोगों को पिला चुके हैं. केरल में बाढ़ के समय उन्होंने इस चाय स्टॉल के जरिए डेढ़ लाख रुपए जुटाए थे और डोनेट किया था. देश ही नहीं विदेशों में भी वे चाय का स्टॉल लगाने के लिए जाते हैं और अब चुनाव तक अरविंद केजरीवाल के लिए इसके जरिए प्रचार करेंगे. उन्होंने यह भी कहा कि कोई भी मुझे बुला सकता है, वो चाहे प्रधानमंत्री मोदी ही क्यों ना हों.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.