ETV Bharat / bharat

ନିଦ୍ଦାମୁଦ୍ଦିନ ମକରଜ ମାମଲା: କ୍ରାଇମବାଞ୍ଚ ପ୍ରଶ୍ନର ଜବାବ ଦେଲା ମୌଲାନା ସାଦ୍‌ - ଦିଲ୍ଲୀ ନିଜାମୁଦ୍ଦିନ ତବଲିଗୀ ଜମାତ୍‌ର ମକରଜର ମୁଖ୍ୟ ମୌଲାନା ସାଦ୍‌

କ୍ରାଇମବ୍ରାଞ୍ଚ ନୋଟିସର ଜବାବ ଦେଇଛି ଦିଲ୍ଲୀ ନିଜାମୁଦ୍ଦିନ ତବଲିଗୀ ଜମାତ୍‌ର ମୁଖ୍ୟ ମୌଲାନା ସାଦ୍‌ । ଅଧିକ ପଢନ୍ତୁ...

Maulana saad has sent reply to crime branch
କ୍ରାଇମବାଞ୍ଚ ପ୍ରଶ୍ନର ଜବାବ ଦେଲା ମୌଲାନା ସାଦ୍‌
author img

By

Published : Apr 4, 2020, 10:19 PM IST

ନୂଆଦିଲ୍ଲୀ: କ୍ରାଇମବ୍ରାଞ୍ଚ ନୋଟିସର ଜବାବ ଦେଇଛି ଦିଲ୍ଲୀ ନିଜାମୁଦ୍ଦିନ ତବଲିଗୀ ଜମାତ୍‌ର ମୁଖ୍ୟ ମୌଲାନା ସାଦ୍‌ । ଜବାବରେ ସେ ସେଲ୍ଫ କ୍ବାରେଣ୍ଟାଇନରେ ଥିବା କଥା କହିଛି ।

ତେବେ କ୍ରାଇମବ୍ରାଞ୍ଚ ମୌଲାନା ସାଦକୁ 26ଟି ପ୍ରଶ୍ନ ପଚାରିଥିଲା । ଯାହାର ଜବାବରେ ସେ ସେଲ୍ଫ କ୍ବାରେଣ୍ଟାଇନରେ ଥିବା ଏବଂ ବର୍ତ୍ତମାନ ମକରଜ ବନ୍ଦ ଥିବା କଥା କହିଛି । ମକରଜ ଖୋଲିବା ପରେ ସେ ବାକି ପ୍ରଶ୍ନର ଉତ୍ତର ଦେବ ବୋଲି କହିଛି ।

ସୂଚନାଯୋଗ୍ୟ, ମାର୍ଚ୍ଚରେ ମକରଜରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଭିଡ ଯୋଗୁଁ ସାରା ଦେଶରେ କୋରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହାକୁ ନେଇ ଦିଲ୍ଲୀ ପୋଲିସ ମୌଲାନା ସାଦ ସହ 6 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତେବେ ଉକ୍ତ ଘଟଣା ପରେ ମୌଲାନା ଫେରାର ଥିବା ବେଳେ ତାକୁ ଗିରଫ କରିବାକୁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.