ETV Bharat / bharat

କାଳ ହେଲା କଳି, ସ୍ତ୍ରୀ ଓ ପିଲାଙ୍କୁ ଜୀଅନ୍ତା ଜାଳିଲା ନିର୍ଦ୍ଦୟ

ସ୍ବାମୀ ସ୍ତ୍ରୀ କଳିର କରୁଣ ପରିଣତି । ଛୁଆ ଓ ସ୍ତ୍ରୀ ଜୀଅନ୍ତା ଜାଳିଲା ଅଭିଯୁକ୍ତ । ଆଗକୁ ପଢନ୍ତୁ...

ସ୍ତ୍ରୀ ଓ ପିଲାଙ୍କୁ ଜୀଅନ୍ତା ଜାଳିଲା ନିର୍ଦ୍ଦୟ
author img

By

Published : Nov 22, 2019, 2:35 PM IST

ହାଇଦ୍ରାବାଦ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଓ ପିଲାଙ୍କୁ ଜୀଅନ୍ତା ପୋଡିଲା ନିର୍ଦ୍ଦୟ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ସିଦ୍ଦିପେଟ ଜିଲ୍ଲା ଖମମପଲ୍ଲି ଗାଁରେ।

ଏହି ଗାଁର ଲକ୍ଷ୍ମୀରଜମ ଓ ପତ୍ନୀ ବିମଳାଙ୍କ ଭିତରେ ଅନେକ ଦିନ ହେବ କୌଣସି କଥାକୁ ନେଇ ପାଟି ତୁଣ୍ଡ ଲାଗି ରହୁଥିଲା।ଗୁରୁବାର ରାତିରେ ଦୁହିଁଙ୍କ ଝଗଡା ବଢିଯାଇଥିଲା। ଫଳରେ ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରିନଥିଲେ ଲକ୍ଷ୍ମୀରଜମ । ଫଳରେ ପିଲା ଏବଂ ସ୍ତ୍ରୀ ବିମଳାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଘଟଣାସ୍ଥଳରେ ଥିବା ଅଭିଯୁକ୍ତଙ୍କ ଭଉଣୀ ଏବଂ ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ସ୍ତ୍ରୀ ଓ ପିଲାଙ୍କୁ ଜୀଅନ୍ତା ଜାଳିଲା ନିର୍ଦ୍ଦୟ

ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ସିଦ୍ଦିପେଟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ କିଛି ସୁଧାର ନଆସିବାରୁ ସମସ୍ତଙ୍କୁ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି।

Intro:Body:

This horrific incident happened in khammampalli village of Siddipet dist, Telangana. Clash between wife,  husband(laxmirajam) burnt his wife(Vimala) and children last night. Accused brother and sister were also on the spot, they were also got injured in the incident. Victams were taken initially to the Govt Hospital, Siddipet for Fist Aid. Later taken them to Gandhi Hospital Hyderabad. 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.