ETV Bharat / bharat

ଜୀବନର ଅପରାହ୍ନରେ ସଡକ ସୁରକ୍ଷା ସଚେତନତା କରୁଛନ୍ତି ଶିବଶୁଭ୍ରମନ୍ୟମ - ଚେନ୍ନାଇ

ସଡକ ସୁରକ୍ଷା ସଚେତନତାରେ ମାତିଛନ୍ତି 60 ବର୍ଷିୟ ଶିବଶୁଭ୍ରମନ୍ୟମ । ଯାହା ଯୁବପୀଢିଙ୍କ ପାଇଁ ଏକ ସକାରତ୍ମକ ବାର୍ତ୍ତା ବହନ କରୁଛି ।

ଜୀବନର ଅପରାହ୍ନରେ ସଡକ ସୁରକ୍ଷା ସଚେତନତା କରୁଛନ୍ତି ଶିବଶୁଭ୍ରମନ୍ୟମ
author img

By

Published : Jul 9, 2019, 8:45 PM IST

ଚେନ୍ନାଇ: ହାତରେ ହଳଦିଆ ରଙ୍ଗର ଦୁଇ ଚକିଆ ଯାନ ଓ ସମାନ ରଙ୍ଗର ହେଲମେଟ ଏବଂ ଟି-ସାର୍ଟ ସାଙ୍ଗକୁ ପ୍ଲା-କାର୍ଡ । , , ଘର ତାମିଲନାଡୁ ଥିରୁପୁର ଜିଲ୍ଲାର ଶିବଶୁଭ୍ରମନ୍ୟମଙ୍କୁ ବୟସ ପାଖାପାଖି 60 । ଦୀର୍ଘ 14ବର୍ଷ ଧରି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଏହି ସାମାଜିକ କର୍ମୀ । ସଚେତନତା କାର୍ଯ୍ୟକ୍ରମର ନାମ ‘ଆୱାରନେସ ଆପ୍ପା’ ରଖିଥିବା ବେଳେ ସଡକ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ଦେଖିବାକୁ ମିଳିଛି । ଜୀବନର ଅପରାହ୍ନରେ ମଧ୍ୟ ସମାଜ ପ୍ରତି ଥିବା କର୍ତ୍ତବ୍ୟକୁ ସେ ଭୁଲି ନାହାଁନ୍ତି ।

ଜୀବନର ଅପରାହ୍ନରେ ସଡକ ସୁରକ୍ଷା ସଚେତନତା କରୁଛନ୍ତି ଶିବଶୁଭ୍ରମନ୍ୟମ

ଦେହରେ ପ୍ରାଣ ଥିବାଯାଏଁ ସଡକ ସୁରକ୍ଷା ସଚେତନତା କରିବା ସହ ବିଭିନ୍ନ ରାଜ୍ୟ ବୁଲି ଏହି ବାର୍ତ୍ତା ବାଣ୍ଟିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ପ୍ରଥମେ ସଚେତନତା ପାଇଁ ସାଇକେଲରେ ସେ ଯାତ୍ରା ଆରମ୍ଭ କରିଥିଲେ ।

ଶିବଶୁଭ୍ରମନ୍ୟମ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ଆଖପାଖରେ ଥିବା ପ୍ରମୁଖ ଅଞ୍ଚଳରେ ସଡକ ସୁରକ୍ଷା ସଚେତନତା କରି ସାରିଛନ୍ତି । ସବୁଠୁ ବଡ କଥା ସେ କିଛି ମୂଲ୍ୟବାନ ପୁସ୍ତକକୁ ସାଙ୍ଗରେ ଧରି ବୁଲୁଛନ୍ତି । ସେହି ପୁସ୍ତକଗୁଡିକ କେବଳ ସଡକ ସୁରକ୍ଷାର ବାର୍ତ୍ତା ବହନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

https://www.etvbharat.com/tamil/tamil-nadu/state/tiruppur/road-safety-awareness-appa-rally-in-tiruppur-1/tamil-nadu20190708192202601

********************

Sivasubramaniam(60) hails from Thiruppur district of TamilNadu known as 'Awareness appa' invloved in social awareness act for more than 14 years.

In particular he traveled across the parts of TamilNadu, Andhra pradesh, Telengana, karnataka, kerala emphasising importance of Road safety awareness. He covered his body with the costumes displaying slogans of road awareness such as 'Wear helmet', ' follow road rules' 'aviod rash rides' and so.

During the initial periods he made this campgain in bicycle. To encourage his commitment the local motor company presented a bike to carry out his awareness work. From july 16 onwards he's planning conduct an awareness rally across 32 district of TamilNadu. As an activist he also conducts awareness program regarding blood and organ donations.  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.